ରଥଯାତ୍ରା ପାଇଁ ପୁରୀରେ ସମନ୍ୱିତ ସୁରକ୍ଷା ମକ୍ ଡ୍ରିଲ୍
ସନ୍ଦେହଜନକ ବସ୍ତୁ କିମ୍ବା ବ୍ୟକ୍ତି ଦେଖିଲେ ତୁରନ୍ତ ୧୧୨କୁ ସୂଚନା ଦେବାକୁ ଏସପିଙ୍କ ଆହ୍ୱାନ
ପୁରୀ, ୮/୭: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା-୨୦୨୬କୁ ସୁରକ୍ଷିତ, ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ପୁରୀ ପୋଲିସ ପକ୍ଷରୁ ମଙ୍ଗଳବାର ପୁରୀ…