ଟିପିସିଓଡିଏଲ୍ ପକ୍ଷରୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଓ ସମସ୍ତ…

ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଡ଼ଙ୍ଗୀ :- ମହାମାରୀ କରୋନାକୁ ଦୂରୀଭୂତ କରିବା ପାଇଁ ଯେଉଁମାନେ କରୋନା ଯୋଦ୍ଧା ଭାବେ ଅହରହ ଦିନରାତି ଆମ୍ଭମାନଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ସେମାନଙ୍କ ସୁରକ୍ଷା ଏକାନ୍ତ ଆବଶ୍ୟକ । ସେହି କରୋନା ଯୋଦ୍ଧା ଯିଏ ନିଜ ସଂସାରକୁ ଦୂରେଇ ଦେଇ ଲୋକମାନଙ୍କ…

ସିର୍ଜିନା ରେ ମକର ମିଳନ ଓ କବିତା ଆସର ଆୟୋଜିତ

ପଦ୍ମପୁର(ଶାସକ ପ୍ରଶାସକ) : ମକର ସଂକ୍ରାନ୍ତି ଉପଲକ୍ଷେ ସିର୍ଜିନା ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ମକର ମିଳନ ସମ୍ପର୍କିତ ଏକ ଭର୍ଚ୍ୟୁଆଲ୍ ସଭା ଆୟୋଜିତ ହେବା ସହିତ ଏକ ଆଭାସୀ କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନ ର ଉପସଭାପତି ତଥା ଯୁବକବି ଶ୍ରୀ ରାଧାମୋହନ…

ବଲାଙ୍ଗୀରର ପ୍ରଥମ ସ୍ବାଧୀନତା ସଂଗ୍ରାମୀଙ୍କୁ ଉପେକ୍ଷା

ମାଟିରେ ମିଶିବାକୁ ବସିଲାଣି ଅକୁହା ନାୟକଙ୍କ ବୀରତ୍ବ ଗାଥା ବଲାଙ୍ଗୀର/ ନିରୋଜ ମିଶ୍ର : ଜିଲ୍ଲାର ପ୍ରଥମ ସ୍ବାଧୀନତା ସଂଗ୍ରାମୀଙ୍କୁ ଉପେକ୍ଷା । ଆଜିବି ତାଙ୍କୁ ଇତିହାସରେ ମିଳିଲାନି ସ୍ଥାନ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବଲାଙ୍ଗୀର ଆଠଗାଁର ଜମିଦାର ସ୍ବର୍ଗତ ଧରମ ସିଂ ମାଝୀ…

ଚଳଚଞ୍ଚଳ ଗାଁ ରାଜନୀତି : ଗଡ଼ ଜଗିଲେଣି ନେତା

ନେତାଙ୍କ ଦକ୍ଷତାର ମାପକାଠି ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳ  ଭଞ୍ଜନଗରରୁ ନିଲୁ ବିଷୋୟୀ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ଭଞ୍ଜନଗର ବ୍ଲକ ରେ ଫେବ୍ରୁଆରୀ ୨୪ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ତାରିଖ ଘୋଷଣା ହୋଇଛି ।…

ଜାଗା ମିଶନରେ ଜାଗା ସମ୍ପର୍କ, କରୋନା କଟକଣାକୁ ଆଖି ଠାର

ଉମରକୋଟ(ଜିତେନ୍ଦ୍ର ମହାନ୍ତି): ଭୂମିହୀନ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଜମି ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଜାଗା ମିଶନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳରେ ମଧ୍ୟ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ଏବେ ଏହି ଯୋଜନାର ପ୍ରଚାର ତଥା ମହିଳା ସ୍ଵୟଂ…

ସହରରେ ଲାଗିଥିବା ରାଜନୈତିକ ଦଳର ହୋର୍ଡିଂ ଗୁଡିକୁ ଉଠାଇଲା ପୌର ପ୍ରଶାସନ

ଉମରକୋଟ(ଜିତେନ୍ଦ୍ର କୁମାର ମହାନ୍ତି) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ସମଗ୍ର ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗିଥିବା ବିଭିନ୍ନ ରାଜନୈତିକ ଦଳ ଗୁଡିକର ହୋର୍ଡିଂ ଉଠାଇବା…

ଉଦଘାଟିତ ହେଲା ବିଜେପିର ପଞ୍ଚାୟତ ନିର୍ବାଚନ କଣ୍ଟ୍ରୋଲ ରୁମ

ଭୁବନେଶ୍ଵର: ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ କାର୍ୟ୍ୟ ଏହି କଣ୍ଟ୍ରୋଲ ରୁମରୁ ପରିଚାଳନା କରାଯିବ । ଏହି କଣ୍ଟ୍ରୋଲ ରୁମ ଏକ ସେତୁ ଭଳି କାମ କରିବ । ଆସନ୍ତା ୨ ଦିନ ଭିତରେ ନୋମିନେସନର ପ୍ରକ୍ରିୟା ଆରମ୍ଭ ହେବ ଅଥଚ ରାଜନୈତିକ ଦଳକୁ ଭୋଟର ତାଲିକା ଯୋଗାଇ ଦିଆଯାଇନାହିଁ। ରାଜ୍ୟ…

ଝଙ୍କଡ଼ ସାହିତ୍ୟ ସଂସଦର ମକର ମିଳନ ଓ ପୁସ୍ତକ ଉନ୍ମୋଚନ

ଜଗତସିଂହପୁର/ସୁମନ୍ତ ଦାସ: ତିର୍ତ୍ତୋଲ ଝଙ୍କଡ଼ ସାହିତ୍ୟ ସଂସଦ ଆନୁକୂଲ୍ୟରେ ପବିତ୍ର ମକର ମିଳନ, ପୁସ୍ତକ ଉନ୍ମୋଚନ ଓ କବିତା ଆସର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ଆଷାଢ଼ ସାହିତ୍ୟ ସଂସଦ ସଭାପତି ପିତାମ୍ବର ମହାପାତ୍ର,…

ସ୍ୱାମୀ ବିବେକାନନ୍ଦଙ୍କ ୧୬୦ ତମ ଜୟନ୍ତୀ ଅବସରରେ ଯୁବଗୋଷ୍ଠୀଙ୍କୁ ଆହ୍ୱାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧିନସ୍ଥ ନେହୁରୁ ଯୁବ କେନ୍ଦ୍ର ସହାୟତାରୁ ଗଜପତି ଜିଲ୍ଲାରେ ନେହୁରୁ ଯୁବ କେନ୍ଦ୍ର ଦ୍ୱାରା "ସ୍ୱାମୀ ବିବେକାନନ୍ଦଙ୍କ ୧୬୦ ତମ ଜୟନ୍ତୀ ଅବସରରେ ଯୁବଗୋଷ୍ଠୀଙ୍କୁ ଆହ୍ୱାନ" କାର୍ଯ୍ୟକ୍ରମ…

ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ମକର ଉତ୍ସବ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ମକର ଉତ୍ସବ ପାଳନ ଭର୍ଚୁଆଲରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍କଳୀୟ ନାରୀଙ୍କ ଭୂମିକା ଶୀର୍ଷକ ଆଲୋଚା ଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରଗତି ମହିଳା ଅନୁଷ୍ଠାନର ସମ୍ପାଦିକା ତନୁଜା ଶତପଥିଙ୍କ…