ବୃତ୍ତି ପରୀକ୍ଷା ଫଳ ପ୍ରକାଶିତ

ଉମରକୋଟ/ଜିତେନ୍ଦ୍ର ମହାନ୍ତି : ପଞ୍ଚମ ଓ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଥିବା ଜଣାଯାଇଛି। ରାଇଘର ବ୍ଲକ ରେ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ରେ ସାଇନା ମହାରଣା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୁନୁଲ ମହାନ୍ତି ଦ୍ୱିତୀୟ ସ୍ଥାନ ଓ ଓମ୍ ସରକାର ତୃତୀୟ ସ୍ଥାନ ଅଧିକାର…

ପାରୂଆ ଶିବ ମନ୍ଦିରରୁ ଚୋରି ଉଦ୍ୟମ

ଉମରକୋଟ/ଜିତେନ୍ଦ୍ର ମହାନ୍ତି :  ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ପୁରାତନ ଶୈବ ପୀଠ ପାରୂଆ ଶିବ ମନ୍ଦିର ରୁ ଗତ କାଲି ଚୋରୀ ହୋଇଥିବା ରାଇଘର ଥାନା ରେ ଅଭିଯୋଗ ହୋଇଛି। ପ୍ରକାଶ ଥାଉ କି ଗତ କାଲି ବିଳମ୍ବିତ ରାତିରେ ଚୋର ଆସି ମନ୍ଦିର ରେ ଲାଗିଥିବା ସି ସି ଟିଭି କେମେରା ର ତାର…

24 ଟନ ଗୋମାଂସ ଜବତ କଲେ ବିଏଚପି, ବଜରଙ୍ଗ କର୍ମୀ, ଦେଲେ ପୋଲିସ ଜିମା

ଖୋର୍ଦ୍ଧା/ରବି ନାରାୟଣ ସାହୁ-ଗୋମାଂସ ଚାଲାଣ ଦିନ କୁ ଦିନ ବଢିବାରେ ଲାଗିଛି। ଭୋର ସମୟରେ କଲିକତାରୁ ଆନ୍ଧ୍ର ଅଭିମୁଖେ ଏକ କଣ୍ଟେନରରେ 24ଟନ ଗୋମାଂସ ଚାଲାଣ ହେଉଥିବା ଖବରପାଇ ଖୋର୍ଦ୍ଧା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଟିମ 16ନମ୍ବର ଜାତୀୟ ରାଜପଥ ଗ୍ରୀନ ଚିଲି ନିକଟରେ ଅଟକାଇଥିଲେ।…

ପୂର୍ତ୍ତ ବିଭାଗ ରାସ୍ତାର ଦୟନୀୟ ଚିତ୍ର : ଜନସାଧାରଣରେ ଅସନ୍ତୋଷ

ନୂଆଗାଁ/ନୂଆଗାଁ/ ସୁବ୍ରତ ପରିଡା : ରାଜ୍ୟ ହେଉ କି କେନ୍ଦ୍ର ସରକାର, ଗମନାଗମନ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | ତା ସହିତ ସରକାରଙ୍କ ଯେତେ ବିଭାଗ ଅଛି ସବୁଠାରୁ ପୂର୍ତ୍ତ ବିଭାଗ କାର୍ଯ୍ୟ ଧାରା ସହ ରାସ୍ତା ସବୁବେଳେ ଉନ୍ନତ ମାନର ଥିବା ବେଳେ ଏମିତି ଏକ ରାସ୍ତା ବିଭାଗ…

ବାହାରିଲା ପୌରସଂସ୍ଥା ସଂରକ୍ଷଣ ତାଲିକା : ଦେଖନ୍ତୁ କୋଉଠି କଣ |

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୦୭ ଟି ଏନଏସି ଏବଂ ମ୍ୟୁନିସିପାଲିଟି ଅଧ୍ୟକ୍ଷ ପଦବୀର ଚିଠା ସଂରକ୍ଷଣ ତାଲିକା ଆଜି ପ୍ରକାଶ ପାଇଛି । ମୋଟ ୧୦୭ ଟି ପୌରସଂସ୍ଥା ମଧ୍ୟରୁ ୫୪ ଟିରେ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି | ସେଠି ମଧ୍ୟରୁ ୪୦ ଟିରେ…

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିମା ନଗର ବାସୀଙ୍କ ପ୍ରତିବାଦ।

ଗୁଣୁପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣୁପୁର ପୌରାଞ୍ଚଳ ଅଧୀନ ରେ ଥିବା ମହିମା ନଗରରେ ଜଳ ଯୋଗାଣରେ ସମସ୍ୟା ନେଇ ଆଜି ସ୍ଥାନୀୟ ବାସିନ୍ଦାମାନେ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି…

ପୁରାତନ ଛାତ୍ରଙ୍କ ପକ୍ଷରୁ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ବିଦ୍ୟାଳୟକୁ ୫ ଲକ୍ଷ ୭୫ ହଜାର ଟଙ୍କା ପ୍ରଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଆର ଅନ୍ୟତମ ଐତିହ ସଂପର୍ଣ୍ଣ ଓ ପୁରାତନ ଉଚ୍ଚ ବିଦ୍ୟାଳୟ ରୂପେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଓଡ଼ିଶାରେ ସୁଖ୍ୟାତ। ଏହି ବିଦ୍ୟାଳୟର ପୁରାତନ ଛାତ୍ର , ଶିକ୍ଷକ ଓ ଅଭିଭାବକ ମାନଙ୍କୁ ନେଇ "ମୋ ସ୍କୁଲ" ଅଭିଯାନରେ…

ଚୋରା ମାଙ୍କଡ଼ା ଚାଲାଣକାରୀଙ୍କ ବିରୋଧରେ ଆକ୍ସନ ମୋଡ଼ରେ ଖୋର୍ଦ୍ଧା ଜିଲ୍ଲା ପୋଲିସ

ଖୋର୍ଦ୍ଧା/ରବି ନାରାୟଣ ସାହୁ-ଖୋର୍ଦ୍ଧା ଜିଲ୍ଲାରେ ଥିବା ରାଜସ୍ୱ ବିଭାଗର ଜମି ଗୁଡିକ ଉପରେ ଚୋରା ମାଙ୍କଡ଼ା ପଥର ବ୍ୟବସାୟୀମାନେ ପଥର କାଟି ବିଭିନ୍ନ ସ୍ଥାନରେ କୁତ୍ରିମ ପୋଖରୀ ସୃଷ୍ଟି କରିବାରେ ଲାଗିପଡିଛନ୍ତି ଏବଂ ଜଙ୍ଗଲ ଜମି ଗୁଡିକ ରେ ପଥର କାଟି ଜଙ୍ଗଲ ସଫା ହେବାରେ ଲାଗିଛି | ଏହାର…

ଜିଲ୍ଲାରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରାକ୍ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସରରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତରେ ଜିଲ୍ଲାସ୍ତରୀୟ ଏକ ପଞ୍ଚାୟତ ନିର୍ବାଚନ…

ନିର୍ବାଚନ ରଣାଙ୍ଗନରେ ୩ ପ୍ରମୁଖ ରାଜନୈତିକ ଦଳ ; ପ୍ରାର୍ଥୀ ଚୟନ ପାଇଁ ଜୋରଦାର ଉଦ୍ୟମ

ସୁବିଧାଜନକ ସ୍ଥିତିରେ ବିଜେଡି, ପ୍ରାର୍ଥୀ ଚୟନକୁ ନେଇ ଅଡୁଆରେ ବିଜେପି , କଂଗ୍ରେସର କଚ୍ଛପ ଗତି ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଡ଼ଙ୍ଗୀ :- ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ରଣାଙ୍ଗନରେ ତିନି ପ୍ରମୁଖ ରାଜନୈତିକ ଦଳକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ପଂଚାୟତ ନିର୍ବାଚନ…