“ପ୍ରତି ବର୍ଷ ୧୪ ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛି ଓଡିଶା “
ରାଜ୍ୟପାଳଙ୍କୁ ଅଭିଯୋଗ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବିକଲା ବିଜେପି ନଦୀ ସୁରକ୍ଷା ସମିତି
ଭୂବନେଶ୍ୱର :ରାଜ୍ୟରେ ବଢୁଛି ଚୋରା ବାଲି ମାଫିଆଙ୍କ ରାଜ୍ । ରାଜ୍ୟ ସରକାର ଏବଂ ଶାସକ ଦଳର ମନ୍ତ୍ରୀ, ବିଧାୟକ ତଥା ନେତାମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ପୃଷ୍ଟପୋଷକତାରେ ହେଉଛି ଅବାଧ ବାଲି ଚୋରୀ…