ପଞ୍ଚାୟତ ନିର୍ବାଚନ ପର୍ଯ୍ୟବେକ୍ଷଙ୍କ ଗଜପତି ଜିଲ୍ଲା ପରିଦର୍ଶନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମଗ୍ର ରାଜ୍ୟରେ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ହେଉଥିବା ନାମାଙ୍କନ ପତ୍ର କାର୍ଯ୍ୟକ୍ରମ ଆଜି ସରିଛି । ଏଥିଲାଗି ଗଜପତି ଜିଲ୍ଲାରେ ମଧ୍ୟ ନାମାଙ୍କନ ପତ୍ର ସୁଚାରୁ ଭାବେ ସରିଛି । ଏହାକୁ ପରିଚାଳନା ପାଇଁ ରାଜ୍ୟ…

ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ପୁଡେଇଡା ଗ୍ରାମରେ ସ୍ୱୟଂ ସହାୟିକା…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ପୁଡେଇଡା ଗ୍ରାମରେ ସ୍ୱୟଂ ସହାୟିକା ମହିଳା ମାନଙ୍କର ଛତୁ ଚାଷ ତାଲିମ କାର୍ଯ୍ୟକ୍ରମର ଉଦଘାଟନ ସଭା ଅନୁଷ୍ଠିତ ହୋଇଛି। ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ…

୧୪ ଟି ଜିଲ୍ଲା ପରିଷଦ ଆସନ ପାଇଁ ଶେଷ ଦିନ ସୁଦ୍ଧା ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମୋଟ ୬୫ଟି ନାମାଙ୍କନ ପତ୍ର ଦାଖଲ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସରରେ ନାମାଙ୍କନ ପତ୍ର ଦାଖଲ ହେବା ପ୍ରକ୍ରିୟାର ଆରମ୍ଭ ଠାରୁ ଆଜି (ଶୁକ୍ରବାର ଦିନ) ଶେଷ ଦିନ ପର୍ଯ୍ୟନ୍ତ ସମଗ୍ର ଗଜପତି ଜିଲ୍ଲା ଚଳଚଞ୍ଚଳ ହୋଇପଡିଛି। ସରପଞ୍ଚ ଓ ସମିତି ସଭ୍ୟ ପାଇଁ ବିଭିନ୍ନ ପ୍ରମୁଖ…

ଯୋଡ଼ା ପଂଚାୟତ ସମିତିରେ ୬୬୪ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

୧୩୫ ଜଣ ସରପଞ୍ଚ, ୭୮ ଜଣ ସମିତି ସଭ୍ୟ ଓ ୪୫୧ ଜଣ ୱାର୍ଡ ସଭ୍ୟ ନିମନ୍ତେ ପ୍ରାର୍ଥୀ ବଡ଼ବିଲ (ଶାସକ ପ୍ରଶାସକ): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶୁକ୍ରବାର ଶେଷ ହୋଇଛି। ଅନ୍ତିମ ଦିନ ସୁଦ୍ଧା ଯୋଡ଼ା ପଂଚାୟତ ସମିତି ଅଧିନ ୧୯ଟି ପଞ୍ଚାୟତରୁ ସର୍ବମୋଟ ୬୬୪…

ଶେଷ ଦିବସର ନାମାଙ୍କନପତ୍ର

ଜଗତସିଂହପୁର/ ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକରେ ତ୍ରିସ୍ତରୀୟ ଆଗାମୀ ନିର୍ବାଚନର ନାମାଙ୍କନ ଦାଖଲ ସରିଯାଇଛି l ଶେଷ ଦିବସରେ ଜଗତସିଂହପୁର ବ୍ଲକ ଅନ୍ତର୍ଗତ ତୁମ୍ଭାଅଣ୍ଡେଇସାହି ଗ୍ରାମପଞ୍ଚାୟତ ତରଫରୁ ବିଜେଡି ପାର୍ଥି ଶ୍ରୀମତୀ ପ୍ରତିମା ମହାନ୍ତି ସରପଞ୍ଚ ପାର୍ଥି ଭାବେ ନାମାଙ୍କନ…

ପଞ୍ଚାୟତ ନିର୍ବାଚନ : ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ବହୁ ଶିକ୍ଷିତ ଯୁବକ ଯୁବତୀଙ୍କ ନାମାଙ୍କନ ପତ୍ର ଦାଖଲ

ରାଉରକେଲା(ବସନ୍ତ ଜେନା):ପଞ୍ଚାୟତ ନିର୍ବାଚନ ଲାଗି ଆଜି ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ଥିଲା। ଚଳିତ ପଞ୍ଚାୟତ ନିର୍ବାଚନରେ ବହୁ ଶିକ୍ଷିତ ଯୁବକ ଯୁବତୀ ନିର୍ବାଚନ ରଣାଙ୍ଗନ ଅବତୀର୍ଣ୍ଣ ହୋଇଛନ୍ତି। ରାଉରକେଲା ପାନପୋଷ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଆଜି ଏପରି ପ୍ରାର୍ଥୀ ମାନେ…

ସୁନ୍ଦରଗଡ ଜିଲ୍ଲାରେ ଗୁରୁତର କୋଭିଡ ରୋଗୀଙ୍କୁ ଡାକ୍ତରଖାନା ନେବା ଆଣିବା ଲାଗି ସ୍ୱତନ୍ତ୍ର ଆମ୍ବୁଲାନ୍ସର ସୁବିଧା।

ରାଉରକେଲା,(ବସନ୍ତ ଜେନା):ସୁନ୍ଦରଗଡ଼ ଜିଲ୍ଲାରେ ଗୁରୁତର ରୋଗୀଙ୍କୁ ଡାକ୍ତରଖାନାକୁ ଆଣିବା ପାଇଁ ଆତ୍ୟାଧୁନିକ ଆମ୍ବୁଲାନ୍ସ କାମ କରୁଛି। ତେବେ ବର୍ତ୍ତମାନ କୋଭିଡର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୩ଟି ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ଗୁରୁତର କୋଭିଡ୍…

୭୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ

 ଜଗତସିଂହପୁର,(ସୁମନ୍ତ କୁମାର ଦାସ)-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ଦିନରେ ଜିଲ୍ଲା ପରିଷଦ ପଦ ପାଇଁ ୭୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ସୂଚନା ମିଳିଛି। ପ୍ରଥମ ଓ ଦ୍ୱିତୀୟ ଦିବସରେ କୌଣସି ଜଣେ ବି ପ୍ରାର୍ଥୀ ଜିଲ୍ଲା ପରିଷଦ ଆସନ…

ସରପଂଚ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଗୁରୁପ୍ରସାଦ(ପପୁ)

ହାଟଡିହୀ,(ଶାସକ ପ୍ରଶାସକ)-କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଅନ୍ତର୍ଗତ ହାଟଡିହୀ ଗ୍ରାମ ପଂଚାୟତ ର ସରପଂଚ ପ୍ରାର୍ଥୀ ଭାବେ ଯୁବ ସମାଜ ସେବୀ ଗୁରୁପ୍ରସାଦ ଉକ୍ରଳ କେଶରୀ ଜେନା (ପପୁ) ନାମାଙ୍କନ ପତ୍ର ଦାଖଲ କଲେ । ସେ ତାଙ୍କ ସମର୍ଥକଙ୍କ ସହିତ ଗ୍ରାମ ପରିକ୍ରମା କରି ହଟକେଶ୍ୱର ମନ୍ଦିରରେ…

ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜେଡି ର ୪ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଖୋର୍ଦ୍ଧାରୁ ରବି ନାରାୟଣ ସାହୁ::ଶେଷ ଦିନ ରେ ଆଜି ବିଜୁ ଜନତାଦଳ ପକ୍ଷରୁ ୪ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ବିଧାୟକ ଖୋର୍ଦ୍ଧା ଶ୍ରୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ନେତୃତ୍ୱରେ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ତରଫରୁ ଜୋନ ନଂ ୧୦ ର…