ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଘଟଣ: ଛାତ ସିଲିଂ ଖସି ମହିଳା କର୍ମଚାରୀ ଆହତ
ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଘଟଣ । ଛାତ ସିଲିଂ ଖସି ମହିଳା କର୍ମଚାରୀ ଆହତ । ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟଳୟ ମଧ୍ୟରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରକୋଷ୍ଠ ମଧ୍ୟରେ ଘଟିଛି ଏହି ଅଘଟଣ । ସୂଚନାଅନୁସାରେ,ଗୁରବାର ସନ୍ଧ୍ୟାରେ ଅତିରିକ୍ତ…