ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ଭୋଟର ସଂକଳ୍ପ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ଭୋଟର ସଂକଳ୍ପ ଦିବସ ପାଳିତ ହୋଇଯାଇଛି। ମହିଳା ସ୍ନାତକ ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ ବିଭାଗ ତରଫରୁ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ଡ଼.ଭାରତୀ ପାଣିଗ୍ରାହୀଙ୍କ ଦ୍ୱାରା ଏକ ୱେବ ମିଟିଂର ଆୟୋଜନ…

ପଦ୍ମ ତାଲିକାରେ ଓଡ଼ିଶାର ୬ ଜଣ

ଭୁବନେଶ୍ୱର : ଆଜି ଦେଶର ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ମୋଟ ୧୨୮ ଜଣଙ୍କୁ ପଦ୍ମ ପୁରସ୍କାର ମିଳିବାକୁ ଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୪ ପଦ୍ମ ବିଭୂଷଣ ୧୭ ଜଣ ପଦ୍ମ ଭୂଷଣ ଓ ୧୦୭ ପଦ୍ମଶ୍ରୀ । ଓଡ଼ିଶାର ୬ ଜଣ ପ୍ରତିଭାଧର ଏହି ପୁରସ୍କାର ତାଲିକାରେ ଅଛନ୍ତି | ପ୍ରଖ୍ୟାତ…

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ।

କଲ୍ୟାଣସିଂହପୁର-ପ୍ରଦୀପ ଦଲାଇ:ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଦଦ୍ଭାବନା ଗୃହରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଡ଼ିଓ ସୁଧାକର ରଇତଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି ।ସକାଳ ୭.୩୦ ସମୟରେ…

ଶୁଣିଲେନି ପ୍ରଶାସନ, ରାସ୍ତା ମରାମତି କଲେ ଗ୍ରାମବାସୀ

ଦେବଗଡ଼/ ଅବନୀକାନ୍ତ ମିଶ୍ର : ଶୁଣିଲେନି ପ୍ରଶାସନ ଗାଁ ରାସ୍ତା ମରାମତି କଲେ ନିଜେ ଗ୍ରାମବାସୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ କଲଣ୍ଡା ଗ୍ରାମପଞ୍ଚାୟତ ର ସାମନ୍ତରାପାଲି ଗ୍ରାମରେ।ସାମନ୍ତରାପାଲି ଗ୍ରାମ ମଧ୍ୟ ଦେଇ ଯାଇଥିବା ତମ୍ବୁହୁଲି ମାଟି ରାସ୍ତା…

ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର

ରଣପୁର/ପ୍ରସନ୍ନ ସାମନ୍ତରାୟ : ନୟାଗଡ଼ ଜିଲ୍ଲା ରଣପୁରଥାନା ଅନ୍ତର୍ଗତ ବଜ୍ରକୋଟ ପଞ୍ଚାୟତ ଅସୁରକୁମାରୀ ପାହାଡ଼ ଅଂଚଳରେ ଜୈନିକ ଅଚିନ୍ହା ଯୁବକ ଙ୍କ ମୂର୍ତ ଦେହ ରଣପୁର ଥାନା ପୋଲିସ ଉଦ୍ଧାର କରିଥିବା ସୂଚନା ଦେଇଛି. ପୋଲିସ ସୂଚନା ମୁତାବକ ଯୁବକ ଙ୍କ ମୂର୍ତ ଶରୀର ବଜ୍ରକୋଟ ପଞ୍ଚାୟତ ର କୃଷ୍ଣ…

ଭଟଲି ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ସୁଶାନ୍ତ ଦେଖାଇଲେ ସାଙ୍ଗଠନିକ କରିସ୍ମା

ଆମ୍ବଭନା ବ୍ଲକର ଗୋଟିଏ ଜିଲ୍ଲା ପରିଷଦ ଆସନ ନିର୍ବିରୋଧ ସୋହେଲାରୁ ୧୮ ବିଜେଡି ସମର୍ଥିତ ପ୍ରାର୍ଥୀ ଅପ୍ରତିଦ୍ବନ୍ଦୀ ବରଗଡ :- ଜଣେ ସଫଳ ନିର୍ବାଚନ ଫ୍ଲୋର ମ୍ୟାନେଜର ଭାବେ ଜଣାଶୁଣା ପଶ୍ଚିମ ଓଡ଼ିଶାର ଟାଣୁଆ ଯୁବ ନେତା ସୁଶାନ୍ତ ସିଂ ଦେଖାଇଛନ୍ତି ତାଙ୍କ ସାଙ୍ଗଠନିକ କରିସ୍ମା…

ଜାତୀୟ ଶିଶୁ କନ୍ୟା ଦିବସ ପାଳନ

ଦେବଗଡ଼ / ଅବନୀକାନ୍ତ ମିଶ୍ର : : ଦେବଗଡ଼ ଚାଇଲ୍ଡଲାଇନ , କୋଲାବ ଓ ଅର୍ବାନ ର ଅଙ୍ଗନବାଡ଼ି, ଭିତିରିଆ ସାହି, ଖପର ସାହି, ଘୋଡାସାଲ ଓ ଜଗତିପାଲି ସାହି ର କିଶୋରୀ ବାଳିକାମାନଙ୍କୁ ନେଇ ସ୍ଥାନୀୟ ନେତାଜୀ କ୍ଲବ ଛକ ଠାରୁ ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ ସଚେତନ ମୂଳକ ସ୍ଲୋଗାନ ଦେଇ ବାଳକ…

ଧାନ କ୍ରୟ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମେଳନ କକ୍ଷରେ ମିଲର୍ ଙ୍କ ଧାନଉଠା ଏବଂ ଧାନମଣ୍ଡି ସମ୍ପର୍କିତ ବୈଠକ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାଶୀନଗର ଓ ଗୋଷାଣୀ ବ୍ଲକ୍ ର ମିଲର୍ ମାନଙ୍କ ସହ…

“ରାମନାମ ହିଁ ମୋକ୍ଷପ୍ରାପ୍ତି ଆଡକୁ ବାଟ କଢାଇବ”

ତିଲେଇକାନୀରେ ସାପ୍ତାହିକ ସତସଙ୍ଗ ସୁନ୍ଦରଗଡ଼:- ଦିନେ ରାମନାମ ଜପକରି ଦସ୍ୟୁ ରତ୍ନାକର ମହର୍ଷି ବାଲ୍ମୀକି ରୂପରେ ପରିଣତ ହୋଇଥିବା ବେଳେ ପ୍ରଭୁ ଶ୍ରୀରାମଙ୍କ ପଦ ସ୍ପର୍ଶରେ ଅଭିଶପ୍ତିନି ପାଷାଣୀ ଅହଲ୍ୟା ନିଜ ପୂର୍ବରୂପ ଫେରି ପାଇଥିଲେ | ତେଣୁ ମଣିଷ ଜୀବନକୁ ସାର୍ଥକ କରିବାକୁ ହେଲେ ଆମ…

ଇସ୍ପାତ କାରଖାନାରେ ସେଲ୍ ଗୌରବ ଦିବସକୋଭିଡ୍ କଟକଣାରେ ପାଳିତ

ରାଉରକେଲା,(ବସନ୍ତ ଜେନା) ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ଜାନୁଆରୀ ୨୪ ତାରିଖରେ ସେଲ୍ ସ୍ଥାପନା ଦିବସ ଉପଲକ୍ଷେ ଇସ୍ପାତ ଷ୍ଟାଡିୟମଠାରେ ସେଲ୍ ଗୌରବ ଦିବସ ପାଳନ କରାଯାଇଥିଲା । ସେଲ୍ ଏହାର କର୍ମଚାରୀ, ପୂର୍ବତନ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ଗୌରବର ଭାବନାକୁ ଅଧିକ…