5-T ସ୍କୁଲ ଘର ରୂପାୟନ ନାଁରେ କାଟି ବିକି ଦେଲେ ଅନେକ ଗଛ।
ରାଉରକେଲା/ବଣାଇ,(ବସନ୍ତ କୁମାର ଜେନା); ଗତକାଲି ସ୍କୁଲ ଘର ନିର୍ମାଣ ନା ରେ କାଟି ନେଇ ଗଲେ ସ୍କୁଲ ରେ ଥିବା ଅନେକ ଗଛ | ନା ଅଛି ଯଏଣ୍ଟ ଭେରୀଫିକେଶନ, ନା ବନବିଭାଗ ର ତଦନ୍ତ | ଏତେ ମାତ୍ରାରେ କିପରି ଗଛ କଟା ଗଲା ଏବଂ ଖୋଦ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଝରକା ପାଖରୁ ତା ଏବେ ପ୍ରଶ୍ନ ଥିବା…