ସଙ୍ଗୀତ ଯେତେ ଦିନ ବଞ୍ଚିଥିବ ଲତା ଜୀଙ୍କ ସଙ୍ଗୀତର ଗାନ ସେତିକି ଦିନ ବଞ୍ଚିରହିବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟ ପରିସରରେ ଦିବଙ୍ଗତ ସ୍ୱର କୋକିଳା ଲତା ମଙ୍ଗେଶକରଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଭକ୍ତି ସଙ୍ଗୀତ ସଂସଦର କର୍ମକର୍ତ୍ତା ମାନେ ସୁର ସାମ୍ରାଜ୍ଞୀ ଭାରତ ରତ୍ନ…