ମଲାଟମୋହନ ପଟ୍ଟନାୟକଙ୍କୁ ଧର୍ମପଦ ପୁରସ୍କାର

0

 ଭୁବନେଶ୍ୱର :  ବରିଷ୍ଠ ଚିତ୍ର ଶିଳ୍ପୀ ମଲାଟମୋହନ ପଟ୍ଟନାୟକଙ୍କୁ ଧର୍ମପଦ ପୁରସ୍କାର ୨୦୨୧ ବର୍ଷ ପାଇଁ  ଧର୍ମପଦ ପୁରସ୍କାର ପାଇଁ ମନୋନୀତ କରାଯାଇଛି | ସେହି ଶିଳ୍ପୀ ସମ୍ବର୍ଦ୍ଧନା ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ଶ୍ରୀମତୀ ଜ୍ୟୋତିର୍ମୟୀ ମହାନ୍ତି, ବଳଦେବ ମହାରଥା, ପଞ୍ଚାନନ ସୁର, ଦୁର୍ଗାଚରଣ ପଣ୍ଡା ଓ ବରିଷ୍ଠ ଭାସ୍କର୍ଯ୍ୟ ଶିଳ୍ପୀ ଦେବେନ୍ଦ୍ର ମିଶ୍ରଙ୍କୁ ଚୟନ କରାଯାଇଥିବା ଓଡିଶା ଲଳିତା କଲା ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି |

Leave A Reply

Your email address will not be published.