ନବୀନ ନିବାସରେ ସୋନୁ ସୁଦ୍
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ପ୍ରଖ୍ୟାତ ବଲିଉଡ ଅଭିନେତା ତଥା କୋଭିଡ ସମୟରେ ଲକ୍ଷଲକ୍ଷ ଲୋକଙ୍କ ପାଇଁ ମେସିହା ସାଜିଥିବା ଶ୍ରୀ ସୋନୁ ସୁଦ୍ । ଶ୍ରୀ ସୁଦଙ୍କ ଉଦ୍ୟମ ଓ ସମୟୀଚିତ ସହାୟତା କାରଣରୁ କୋଭିଡ ସଙ୍କଟ କାଳରେ ଓଡିଶାର…