ମତଦାନ କେନ୍ଦ୍ରରେ ଏଜେଂଟକୁ ଛୁରାମାଡ ଘଟଣା : ଜଣେ ଗିରଫ ,ଦୁଇ ଫେରାର
ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ:: ମାହାଙ୍ଗା ବ୍ଳକ ପଣସପୁର ପଂଚାୟତ ଏକ ନମ୍ବର ୱାର୍ଡର ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ଚାଲିଥିବାବେଳେ ବିଜେଡି ସମର୍ଥିତ ପ୍ରାର୍ଥିଙ୍କ ଏଜେଂଟକୁ ବୁଥ ଭିତରେ ପଶି ଛୁରାମାଡ ଘଟଣାରେ ଜଣେ ଅଭିଯୁକ୍ତକୁ ମାହାଙ୍ଗା ପୋଲିସ ଗିରଫ କରି କୋର୍ଟ ଚାଲାଣ…