ରାଇସ ମିଲ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଭଞ୍ଜନଗର/ନିଲୁ ବିଷୋୟୀ: ଭଞ୍ଜନଗର ଥାନା ବଡ଼ କୋଦଣ୍ଡା ଗ୍ରାମର ଚକାଡୋଳା ରାଇସ ମିଲ ନିକଟ ଜମିରେ ସୋମବାର ସକାଳ ସମୟରେ ଜଣେ ଅଜଣା ବୟସ୍କ ବ୍ୟକ୍ତି ମୁହଁ ମାଡ଼ି ତଳେ ପଡିଥିବା କିଛି ଲୋକ ଦେଖି ପୋଲିସ କୁ ଖବର ଦେଇଥିଲେ।ଏହି ଘଟଣାକୁ ନେଇ ବହୁ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ପୋଲିସ…

ଆତ୍ମନିର୍ଭର ଭାରତ ଗଠନରେ ମହିଳାଙ୍କ ଭୁମିକାକୁ ଅତ୍ୟନ୍ତ ଗୁରୁତ୍ୱ ଦେଉଛନ୍ତି ମୋଦି ସରକାର: ସମୀର ମହାନ୍ତି

ଭୁବନେଶ୍ୱର: ଭାରତର ଅଭିବୃଦ୍ଧି ପାଇଁ ମହିଳା ସଶକ୍ତିକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମହିଳାମାନଙ୍କୁ କେବଳ ଗୃହିଣୀ ଭାବେ ନଦେଖି ରାଷ୍ଟ୍ର ନିର୍ମାଣକାରୀ ଭାବେ ଦେଖିବାକୁ ପଡିବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତାକୁ ଆସିବା ପରେ ଅନେକ ମହିଳା କେନ୍ଦ୍ରିତ ଯୋଜନା…

ଗୁମି ସେକ୍ସନ ରେ ହାତୀ ଉପଦ୍ରବ, କୁମ୍ଭକର୍ଣ୍ଣ ନିଦ୍ରାରେ ବନ ବିଭାଗ।

ନୂଆଗାଁ/ସୁବ୍ରତ ପରିଡ଼ା: ରାଜ୍ୟ ସରକାରଙ୍କ ଦ୍ଵାରା ଆଦିବାସୀ ଲୋକମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ବନ ବିଭାଗର ନିଷ୍କ୍ରିୟତା ଯୋଗୁଁ ହାତୀ ଭୟରେ ଜୀବନ ବିତାଉଛନ୍ତି ଆଦିବାସୀ ଲୋକମାନେ।ଏଭଳି ଏକ ସମସ୍ୟା ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଗୁମି ସେକ୍ସନ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ମୃତ, ୪ଗୁରୁତର

କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅନ୍ତର୍ଗତ ତବଲାକଟା ଠାରେ ତେଲ ଟ୍ୟାଙ୍କର ଏବଂ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା l କୁଚିଣ୍ଡା ପଟୁ ଦ୍ରୁତ ଗତିରେ ଆସୁଥିବା ତେଲ ଟ୍ୟାଙ୍କରଟି ଅଟୋ କୁ ଧକ୍କା ଦେବା ଫଳର ଯାତ୍ରୀମାନେ ଅଟୋରୁ ତେଲ…

ବିଭିନ୍ନ ଦାବିନେଇ ରେଳ ଚାଳକ ସଂଘର ଦେଶ ବ୍ୟାପି ଅନଶନ

କେନ୍ଦୁଝର./ସିଦ୍ଧେଶ୍ୱର ସାହୁ : ପୂର୍ବ ତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ରୋଡ଼ ମଣ୍ଡଳ କାର୍ଯଳୟ ସମ୍ମୁଖରେ ଶତାଧିକ ରେଳ ଚାଳକ ଓ ସହ ଚାଳକ ଭାରତୀୟ ରେଳବାଇର ଘରାଇକରଣ କୁ ବନ୍ଦ କରିବା, ଏନ.ପି.ଏସକୁ ଉଛେଦ କରି ପୁରାତନ ପେନସନ ବ୍ୟବସ୍ଥାକୁ ଲାଗୁକରିବା, ନାଲି ସଂକେତ ଅତିକ୍ରମ କଲେ…

ଅନ୍ୟ ବିଭାଗ ଉପରୁ ନିର୍ଭରଶୀଳତା ହ୍ରାସ କରିବାକୁ ପ୍ରତାପଙ୍କ ପରାମର୍ଶ

ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ, ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଶିଳ୍ପ ବିଭାଗ ପରିଦର୍ଶନ ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ପୂର୍ବାହ୍ନରେ ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ, ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଖାରବେଳ ଭବନସ୍ଥିତ ଶିଳ୍ପ ବିଭାଗ ପରିଦର୍ଶନରେ ଆସି ସମସ୍ତ ବରିଷ୍ଠ…

ପିଲାଙ୍କ ସ୍ବପ୍ନ ଓ ସଫଳତା ମଧ୍ୟରେ ସେତୁ ହୋଇଛି ସ୍କୁଲ ରୂପାନ୍ତର: ମୁଖ୍ୟମନ୍ତ୍ରୀ

ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ 490 ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ସୁଯୋଗ ର ବ୍ୟବହାର କରି ଆଗକୁ ବଢି ବାକୁ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ. ସଫଳତା ଏବେ ହାତ ମୁଠାରେ : ଛାତ୍ରଛାତ୍ରୀ ଭୁବନେଶ୍ୱର : ସ୍କୁଲ ରୂପାନ୍ତର…

ଉତ୍କଳ ଆଲୁମିନାରେ ‘ବିଶ୍ୱ ପରିବେଶ ଦିବସ’ ପାଳିତ

ଭୁବନେଶ୍ୱର/ଟିକିରିରୁ ବୈକୁଣ୍ଠ ଦୁରିଆ : ଧରିତ୍ରୀ ମାତାକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା ଦିଗରେ ଏହାର ନିରନ୍ତର ପ୍ରୟାସରେ ଆଦିତ୍ୟର ଏକ ସହଯୋଗୀ ସଂସ୍ଥା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଉତ୍କଳ ଆଲୁମିନା ଇଣ୍ଣଟରନ୍ୟାସନାଲ ଲିମିଟେଡ ପକ୍ଷରୁ ୨୦୨୨ ଜୁନ୍‍ ୫ ତାରିଖରେ ଏହାର ଓଡଶାପଡା…

ଦେବଗଡ଼ ଚାଇଲ୍ଡଲାଇନ ତରଫରୁ ବିଶ୍ଵ ପରିବେଶ ଦିବସ ପାଳିତ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ବିଶ୍ଵ ପରିବେଶ ଦିବସ ଅବସରରେ ଦେବଗଡ଼ ଚାଇଲ୍ଡଲାଇନ ତରଫରୁ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଉଛି।ଚାଇଲ୍ଡଲାଇନ ଟିମ୍ ମେମ୍ବର ଉପେନ୍ଦ୍ର ଭଞ୍ଜ ଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ୱାର୍ଡ଼ ନ ୧୦ ବେଞ୍ଜାତିନାଲି ଅଙ୍ଗନବାଡ଼ି କେନ୍ଦ୍ରରେ…

ଜିଲ୍ଲା କଂଗ୍ରେସ ଓବିସି ମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

 ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଜିଲ୍ଲା କଂଗ୍ରେସ ଓବିସି ମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ୯ଦଫା ଦାବୀ ସମ୍ୱଲିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଆଜି ଓବିସି ମୋର୍ଚ୍ଚା ସଭାପତି ଡିଲେଶ୍ୱର ସାହୁଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ, ମହିଳା…