ଜଗତସିଂହପୁର ଜିଲ୍ଲାରେ ଲୋକାର୍ପିତ ହେଲା ୭୫ ଗୋଟି ରୂପାନ୍ତରିତ ବିଦ୍ୟାଳୟ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ୫-ଟି ଅନ୍ତର୍ଗତ ଜଗତସିଂହପୁର ଜିଲ୍ଲାରେ ୭୫ ଗୋଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ କରିଛନ୍ତି l ଏହି ଉପଲକ୍ଷେ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମି ହାଇସ୍କୁଲ ପରିସରରେ ଆୟୋଜିତ ଉତ୍ସବ ରେ ସରକାରୀ ମୁଖ୍ୟ…