ଯୋଗୀଙ୍କ ଝୁଲାମୁଣିରେ ୟୁପି, “ଝାଡୁ” ମାରିନେଲା ପଞ୍ଜାବ

ଉତ୍ତର ପ୍ରଦେଶରେ ପୁଣି ପାଞ୍ଚବର୍ଷ ଭୋଗ କରିବେ ଯୋଗୀ ପଞ୍ଜାବରେ ଝାଡୁ ପହଁରା ଧୂଳିରେ ସବୁ ଦଳ ନାକ ଚୋକ ସମର୍ଥ ଜାତୀୟ ଦଳ ଭାବେ ମୁଣ୍ଡ ଟେକିଲା ଆପ ସବୁ ରାଜ୍ୟରେ କଂଗ୍ରେସ ଏକ ପ୍ରକାର ସାଫ

ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠାର ଅଷ୍ଟମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ର କଳସଯାତ୍ରା

ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଢଙ୍ଗି ::-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେଂଟାଳୋ ଗ୍ରାମପଂଚାୟତ ମଲ୍ଲୀପୁର ଅସୁରେଶ୍ୱର ସ୍ଥିତ ଓଡ଼ିଶା ତଥା ପୁରାଣ ପ୍ରସିଦ୍ଧ ଶ୍ରୀ ଶ୍ରୀ ରଘୁନାଥ ଜୀୟୁଙ୍କ ନୂତନ ମନ୍ଦିର ପ୍ରତିଷ୍ଠାର ଅଷ୍ଟମ ବାର୍ଷିକ ଅବସରରେ ୩ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା…

କୋଡିଏତମ ବିବାହ ବାର୍ଷିକୀକୁ କଲେ ସ୍ମରଣୀୟ : ଅଙ୍ଗଦାନ ପାଇଁ ହେଲେ ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର : ପ୍ରତିବର୍ଷ ତା ବିବାହ ବାର୍ଷିକୀ ପାଳନ କରନ୍ତି , କେବେ କେକ କାଟି, ତ କେବେ ରକ୍ତଦାନ କରି ବା ଗରିବ ଅସହାୟଙ୍କ ଗହଣରେ | ହେଲେ କୋଡିଏତମ ବିବାହ ବାର୍ଷିକୀକୁ ପାଇକରାୟ ଦମ୍ପତ୍ତି ସ୍ମରଣୀୟ କରି ଗଢି ତୋଳିଛନ୍ତି ନିଜ ନିଜ ଅଙ୍ଗଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ | ରାଜ୍ୟ…

“ସଖୀ” ୱାନ୍ ଷ୍ଟପ୍ କେନ୍ଦ୍ର ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ନବଜୀବନ ଅନ୍ଧ ଓ ଉପଶମ କେନ୍ଦ୍ର ଠାରେ "ସଖୀ" ୱାନ୍ ଷ୍ଟପ୍ କେନ୍ଦ୍ର ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ "ସଖୀ" ୱାନ୍ ଷ୍ଟପ୍ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ…

ବ୍ଲକ ଅଧ୍ୟକ୍ଷ ପଦବୀକୁ ନେଇ ଗୋଷ୍ଠୀ ସଙ୍ଘର୍ଷ ।

ଅସ୍ତରଙ୍ଗ /ଦୁଃଶାସନ ନାୟକ:ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ନୂତନ ଅଧ୍ୟକ୍ଷ ପଦବୀକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମଙ୍ଗଳବାର ରାତ୍ରରେ ସଙ୍ଘର୍ଷ ଘଟିଥିବା ଜଣାପଡିଅଛି । ଏ ସମ୍ବଧରେ ଅସ୍ତରଙ୍ଗ ଥାନାରେ ପୃଥକ ପୃଥକ ଭାବେ ତିନି ଗୋଟି ମାମଲା ରୁଜ ହୋଇଥିବା ଥାନା ସୂତ୍ରରୁ ଜଣାପଡିଅଛି ।ପ୍ରକାଶ…

ଗଜପତି ଜିଲ୍ଲା ସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତା

https://youtu.be/DV2BL7ZQufw ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ମହାରାଜା ଶ୍ରୀ ଗୌରଚନ୍ଦ୍ର ଗଜପତି ସଭାକକ୍ଷ ଠାରେ ଗଜପତି ଜିଲ୍ଲା ସ୍ତରୀୟ ଲୋକ ନୃତ୍ୟ ପ୍ରତଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହୀଦ ଯବାନଙ୍କ ଶେଷ କୃତ୍ୟ ସମ୍ପନ୍ନ

ଭଞ୍ଜନଗର, : ଭଞ୍ଜନଗର ବ୍ଳକ୍ ଗାଲେରୀ ଗ୍ରାମର ସ୍ବର୍ଗତ ନରସିଂହ ବେହେରାଙ୍କ ପୁଅ ବିଏସ୍ଏଫ୍ ଯବାନ ରବିନ୍ଦ୍ର ସାହୁଙ୍କ ଗତ ୬ ତାରିଖ ଦିନ ମଣିପୁର ଠାରେ ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ ମୃତ୍ୟୁ ଘଟିଥିଲା। ବେଳେ ଆଜି ତାଙ୍କର ମୃତଦେହ ଗ୍ରାମରେ ପହଞ୍ଚିଛି। ପ୍ରଥମେ ପରିବାର ଲୋକଙ୍କ ନିକଟକୁ…

ରେମୁଣା ବ୍ଲକ ଦେଖିପାରେ ମହିଳା ଅଧକ୍ଷ!

ଦୌଡ଼ରେ ଆଗରେ ଅଛନ୍ତି ଶାନ୍ତା ଦାସ ବାଲେଶ୍ୱର/ରେମୁଣା(ଶାସକ ପ୍ରଶାସକ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ବ୍ଲକ ଅଧକ୍ଷ ପଦ ନିର୍ବାଚନ ଅବଗଣନା ଆରମ୍ଭ ହୋଇ ଗଲାଣି I ଚଳିତ ପଞ୍ଚାୟତ ନିର୍ବାଚନରେ ରେମୁଣା ବ୍ଲକ ରେ ମୋଟ 32ଟି ସମିତି ସଭ୍ୟ ପଦ ମଧରୁ 22ରେ ବିଜୁ ଜନତା…

କଟକ ପୁରୁଣା ଛତ୍ର ବଜାର ବ୍ରିଜ ଭୁଶୁଡ଼ିବା ଘଟଣା: ଶୋକଵ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

କଲେ ଅନୁକମ୍ପାମୂଳକ ସହାୟତା ଘୋଷଣା , ଦେଲେ ଆରଡିସି ତଦନ୍ତ ନିର୍ଦ୍ଦେଶ ଭୁବନେଶ୍ୱର : କଟକ ପୁରୁଣା ଛତ୍ର ବଜାର ବ୍ରିଜର ଏକ ଅଂଶ ଭୁଶୁଡ଼ିବା ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି | ଶୋକସନ୍ତପ୍ତ ପରିବାରବର୍ଗଙ୍କୁ…

ଜୋର ଧରୁଛି ସୁଲୋଚନାଙ୍କ ପ୍ରଚାର : ସାଉଁଟୁଛନ୍ତି ଲୋକଙ୍କ ଶୁଭକାମନା

ଭୁବନେଶ୍ୱର  : ଭୁବନେଶ୍ୱର ମହାନଗର ନିଗମର ବିଜେଡ଼ି ପାର୍ଥୀ ସୁଲୋଚନା ଦାସ ଆଜି ରାଜଧାନୀର ବିଭିନ୍ନ ୱାର୍ଡରେ ପ୍ରଚାର ଜୋରଦାର କରିଛନ୍ତି। ପ୍ରଚାର ସମୟରେ ସାଧାରଣ ଲୋକଙ୍କ ସଦ୍ଦିଛା ଓ ସମର୍ଥନ ସାଉଁଟିବାରେ ସମର୍ଥ ହୋଇଛନ୍ତି । ସକାଳେ ରାଜଧାନୀର ଫରେଷ୍ଟ ପାର୍କ, ମଧୁସୂଦନ ପାର୍କ, ନେତାଜୀ…