ଟିକିରି ପ୍ରାଥମିକ ସ୍ଵାସ୍ଥ୍ୟ କେଦ୍ରରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା : ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଦାବୀ

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ସ୍ଥିତ ପ୍ରାଥମିକ ସ୍ଵାସ୍ଥ୍ୟ କେଦ୍ରରେ ସ୍ଥାୟୀ ଡାକ୍ତର ନଥିବାରୁ ରୋଗୀ ଚିକିତ୍ସା ପାଇଁ ଵହୁତ ବାର ଅସୁଵିଧା ସମୁଖିନ ହେଉଛନ୍ତି। ରାଜ୍ଯ ସରକାର ଙ୍କ ନୀତି ନିୟମ ରହିଛି ଯେ କୌଣସି ମୁହୂର୍ତ୍ତରେ ରୋଗୀ ଆସିଲେ ସେମାନଙ୍କୁ…

ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଭଦ୍ରକ ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକ

ଭଦ୍ରକ(ସୀତାକାନ୍ତ ପାଢ଼ୀ)-;ଗତକାଲି ଭଦ୍ରକ ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏହି ଆଭାସୀ ବୈଠକରେ ବିଭାଗର ବହୁ ବରିଷ୍ଠ ଅଧିକାରୀ, ଆଇ ଜି ଆର, ଭୂ ଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକ,ଏନ ଆଇ ସି ର ବରିଷ୍ଠ…

ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ

ନୃସିଂହନାଥ ଓ ବୈଶାଖ ମେଳା କୁ ଜିଲ୍ଲା ପ୍ରଶାସନର ଚରମ ଅବହେଳା ଅଭିଯୋଗ ବରଗଡ :- ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଥିବା ଭୋଗ ମଣ୍ଡପ ଠାରେ ମହାପ୍ରଭୁ ନୃସିଂହନାଥ ଙ୍କର ଜନ୍ମୋତ୍ସବ ତଥା ପ୍ରସିଦ୍ଧ ବୈଶାଖ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ପଦ୍ମପୁର ଉପଜିଲ୍ଲାପାଳ ଙ୍କର…

କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ କମିଲା ଖରା ଛୁଟି

ଭୁବନେଶ୍ୱର : : ରାଜ୍ୟର ସମସ୍ତ ସ୍କୁଲରେ ଖରା ଛୁଟି ଅବଧି ହ୍ରାସ କରାଯିବ ପରେ କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ ମଧ୍ୟ ଖରା ଛୁଟି କମାଇଛନ୍ତି ଉଚ୍ଚଶିକ୍ଷା ବିଭାଗ |  ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ଓଡିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ରେ  ଖରା ଛୁଟି ଜୁନ ୧…

5 ଟି ସଚିବ ଙ୍କୁ ଭେଟିଲେ ଜୁନାଗଡ ଏନ୍ ଏ ସି ଉପାଧ୍ୟକ୍ଷ।

:ଜୁନାଗଡ଼,/ଆଦିତ୍ୟ ମହାନ୍ତି ଜୁନାଗଡ ଏନ୍ଏସି ଉପାଧ୍ୟକ୍ଷl ହିମାଦ୍ରୀ ନାଏକ ସରକାରଙ୍କ 5 ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଙ୍କୁ ସୋଜନ୍ୟ ମୂଳକ ସାକ୍ଷାତ୍ କରିଛନ୍ତି l ଶ୍ରୀମତୀ ନାଏକ 5 ଟି ସଚିବ ଙ୍କୁ ଭୁବନେଶ୍ବର ସ୍ଥିତ କାର୍ଯ୍ୟାଳୟ ରେ ସାକ୍ଷାତ୍ କରି ଜୁନାଗଡ ଏନ୍ଏସି ର ବିକାଶ…

ଭଞ୍ଜନଗର ବ୍ଳକ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଅନୁଷ୍ଠିତ

ଭଞ୍ଜନଗର/ନିଲୁ ବିଶୋୟୀ : ଭଞ୍ଜନଗର ବ୍ଳକ ରେ ଏଫ୍.ଏଲ୍.ଏନ୍ କାର୍ଯ୍ୟକ୍ରମ ଅଧିନରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ବାରା ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଭଞ୍ଜନଗର ସ୍ଥିତ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ବ୍ଳକର ଷୋହଳଟି…

ବିରିଡି ବ୍ଲକ ବିଡ଼ିଓ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର

ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ବିଡ଼ିଓ ହେମନ୍ତ ମହାନ୍ତି ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ଭିଭାଗୀୟ ଉଚ୍ଚ କତ୍ତୃପକ୍ଷ ବିଡ଼ିଓଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ନିରବ ରହିବା ଘଟଣାକୁ ନେଇ ସାରା ଜିଲାରେ…

145 ତମ ଶୀତଳ ଷଷ୍ଠୀ ପାର୍ବତୀ ବିବାହ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଓ କର୍ମକର୍ତ୍ତା ମନୋନୟନ

ବରଗଡ :- ବରପାଲି ଶୀତଳଷଷ୍ଠୀ ପର୍ବର ପଶ୍ଚିମ ଓଡ଼ିଶାରେ ଏକ ସ୍ବତନ୍ତ ସ୍ଥାନ ଓ ଆସ୍ଥା ରହିଛି । ଚଳିତବର୍ଷ 145 ତମ ଶୀତଳ ଷଷ୍ଠୀ ଅବସରରେ ଦେବ ଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କର  ବିବାହ ମହୋତ୍ସବ ପାଇଁ କନ୍ୟାପିତା ଶ୍ରୀ ମଳୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଜଗନ୍ନାଥ ନଗର…

ବରିଷ୍ଠ ନେତା ଶ୍ରୀ ପ୍ରଫୁଲ୍ଲ ଆଚାର୍ଯ୍ୟଙ୍କର ଦେହାନ୍ତ

ଶୋକବ୍ୟକ୍ତ କଲେ ମନ୍ତ୍ରୀ, ବିଧାୟକ ବରଗଡ଼: - ବରଗଡ଼ ଜିଲ୍ଲା ,ବରଗଡ଼ ସହରର ବିଶିଷ୍ଟ ଚାଷୀ ଓ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଆଚାର୍ଯ୍ୟ ଙ୍କର ଆଜି ସନ୍ଧ୍ୟା 5.30 ମିନିଟରେ ବରଗଡ଼ ସହର 12 ନମ୍ବର ୱାର୍ଡ ସ୍ଥିତ ତାଙ୍କର ବାସଭବନରେ ତାଙ୍କର 77 ବର୍ଷ ବୟସରେ ପରଲୋକ ହୋଇଯାଇଛି l ପ୍ରଫୁଲ୍ଲ…

ଇସ୍ରୋ ର ଯୁବ ବୈଜ୍ଞାନିକ ଙ୍କର ଅକାଳ ବିୟୋଗ

ଜିଲ୍ଲା ତଥା ରାଜ୍ୟ ପାଇଁ ଅପୁରଣୀୟ କ୍ଷତି ବରଗଡ :- ଆଜି ମଧ୍ୟାହ୍ନ ରେ ବରଗଡ଼ ଜିଲ୍ଲା ଆମ୍ବଭନା ବ୍ଲକ ,ଦ୍ଵାରି ପଞ୍ଚାୟତ ର ଝାରପାଲି ଗ୍ରାମରେ ହଟାତ ଦୁଃଖର ଓ ଶୋକର ବାତାବରଣ ସୃଷ୍ଟି ହୋଇଯାଇଥିଲା । ଗାଁ ର ସୁପୁତ୍ର , ବରଗଡ଼ ମାଟିର ଯୋଗ୍ୟ ସନ୍ତାନ , ଗତ ବର୍ଷରୁ ଇସ୍ରୋ ରେ କାର୍ଯରତ ଯୁବ…