ଏଚ୍‌ସିଏଲ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ ଏଚ୍‌ସିଏଲ୍ ଗ୍ରାଂଟ ପାନ୍ ଇଣ୍ଡିଆ ସିମ୍ପୋଜିୟମ ୨୦୨୨ ର ଅଷ୍ଟମ ସଂସ୍କରଣ

 ଏଚ୍‌ସିଏଲ ଫାଉଣ୍ଡେସନ ଗତ ୧୧ ବର୍ଷ ମଧ୍ୟରେ ସିଏସଆର କାର୍ଯ୍ୟରେ ୯୦୦ କୋଟି ଟଙ୍କାର ନିବେଶ କରିଛି  ଏଚ୍‌ସିଏଲ ଗ୍ରାଂଟ ଅଷ୍ଟମ ଏଡିସନର ଶୁଭାରମ୍ଭ କରିଛି ଯେଉଁଥିରେ ୧୬.୫ କୋଟି ଟଙ୍କାର ପ୍ରତିଶ୍ରୁତିବଦ୍ଧତା ରହିଛି ଭୁବନେଶ୍ୱର: ଏଚସିଏଲ୍ ଟେକ୍‌ନୋଲୋଜିସ୍‌ର ସିଏସଆର…

ରାଜ୍ୟ ସରକାରଙ୍କ କାରଣରୁ ଓବିସିବର୍ଗ ସାମ୍ବିଧାନିକ ଅଧିକାରରୁ ବଂଚିତ: ସୁରଥ ବିଶ୍ୱାଳ

ଭୁବନେଶ୍ୱର :ରାଜ୍ୟରେ ଓବିସିଙ୍କୁ ସଂରକ୍ଷଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ନାହିଁ । ସଂରକ୍ଷଣ ପ୍ରସଙ୍ଗରେ ପୂର୍ବରୁ ଭୁଆଁ ବୁଲାଉଥିବା ରାଜ୍ୟ ସରକାର ବର୍ତମାନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ମନ୍ଦ ଉଦ୍ଦେଶ୍ୟ ରଖିଥିବା ରାଜ୍ୟ ସରକାର ୫୪ ପ୍ରତିଶତ ଓବିସିବର୍ଗକୁ…

ଭଞ୍ଜନଗର ଏନଏସି ର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ

ଭଞ୍ଜନଗର /ନିଲୁ ବିଷୋୟୀ: ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମିଳନୀ କକ୍ଷରେ ଆଜି ପ୍ରଥମ ସାଧାରଣ ବୈଠକ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଜଙ୍ଗଲ ପରିବେଶ ଜଳବାୟୁ…

ଚମରାଡ଼ିହି(ନିଲଜିପତ୍ରା) ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଲୀଳା ଅନୁଷ୍ଠିତ।

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଲଉଡିଦରହା ପଞ୍ଚାୟତ ର ଚମରାଡ଼ିହି(ନିଲଜିପତ୍ରା)ଗ୍ରାମ ରେ ଗତ ୧୮ତାରିଖ ବୁଧବାର ଠାରୁ ଆରମ୍ଭ ହୋଇଅଛି।ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟ ଲୀଳା ତିନିଦିନ ବ୍ୟାପୀ ଅନୁଷ୍ଠିତ ହୋଇ୨୧ ତାରିଖ ଶନିବାର ଉତ୍ଜାପିତ ହେବ।ବାବା ବଳରାମ…

ଜୁନ୍‍ ୧୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ ୨୫ ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ

ଭୁବନେଶ୍ୱର - ଆସନ୍ତା ମାସ ୧୫ତାରିଖ ସୁଦ୍ଧା ରାଜ୍ୟର ପୌରାଞ୍ଚଳଗୁଡିକରେ ଆଉ ୨୫ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ କାର୍ଯ୍ୟ ସମୂର୍ଣ୍ଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରତି ୱାର୍ଡରେ ଥିବା ଖୋଲାସ୍ଥାନ ଓ ଛାତ ଉପରେ ଯେଭଳି ଶତ ପ୍ରତିଶତ ପ୍ରକଳ୍ପ ପ୍ରତିଷ୍ଠା ହେବ ସେଥିପାଇଁ ରାଜ୍ୟ ପୌର…

ଲବଣ ସତ୍ୟାଗ୍ରହ ଚିନ୍ତନ ସ୍ମାରକୀ ସମାରୋହ, ଯୋଗଦେବେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ।

ଅସ୍ତରଙ୍ଗ/ ଦୁଃଶାସନ ନାୟକ : ପୁରୀ ଜିଲ୍ଲା ଅସ୍ତରଙ୍ଗ ର କୁହୁଡ଼ି ଠାରେ ମେ୨୧ରେ ହେବାକୁ ଥିବା,ଲବଣ ସତ୍ୟାଗ୍ରହ ସ୍ମାରକି ସମାରୋହ ର ପୂର୍ବଦିନ,ତଥା ମେ20 ଶୁକ୍ରବାର ଦିନ  ଖଣ୍ଡାସହି, ଓଳଙ୍ଗର ଠାରେ ଅନୁଷ୍ଠିତ ହେବାକୁ ଯାଉଛି, ସତ୍ୟାଗ୍ରହ ସମାରୋହର ର ପୂର୍ବ ପ୍ରସ୍ତୁତି  ସ୍ମାରକୀ ବୈଠକ…

ମହୁଲଫୁଲ ଚୋରାଚାଲାଣ ବେଲେ ଧରିଲା ଅବକାରୀ ବିଭାଗ,୧୧୪ କ୍ବିଣ୍ଟାଲ ମହୁଲଫୁଲ ସହ ଟ୍ରକ ଜବତ ।

ପଦ୍ମପୁର(ଶାସକପ୍ରଶାସକ)- ମହୁଲ ଫୁଲ ଚୋରା ଚାଲାଣ ସମୟରେ ଧରିଲା ବରଗଡ଼ ଅବକାରୀ ମୋବାଇଲ ୟୁନିଟ । ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଘେଁଷ ଠରେ ଏକ ଟ୍ରକ ଯାହାର ନମ୍ବର ହେଲା OD17T2853 ରେ ମହୁଲଫୁଲ ଚୋରା ଚାଲାଣ ହେଉଥିବା ଖବର ପାଇ ବରଗଡ଼ ଅବକାରୀ ମୋବାଇଲ ୟୁନିଟର ଏକ ଟିମ…

ଜଗତସିଂହପୁର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଜି ଅପରାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସଦ୍ ଭାବନା ସଭା ଗୃହ ଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱରୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି l ଏହି ବୈଠକ ରେ ଯୋଗଦେଇ ଜଗତସିଂହପୁର…

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସମ୍ମିଳନୀ ଗୃହ ଠାରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଜିଲ୍ଲାସ୍ତରୀୟ ବୈଠକ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି।…

ଆମର ଏକମାତ୍ର ଲକ୍ଷ୍ୟ ଅଂଚଳର ଉନ୍ନତି, ରାଜନୀତି ନୁହେଁ -ମନ୍ତ୍ରୀ ପ୍ରତାପ ଜେନା

ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ‘ଚନ୍ଦନ ଯାତ୍ରା’ ଉପଲକ୍ଷେ ‘ମାହାଙ୍ଗା ମହୋତ୍ସବ’ ଉଦ୍‌ଘାଟିତ  ନିଶ୍ଚିନ୍ତକୋଇଲି,(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ବ୍ରହ୍ମକ୍ଷେତ୍ରସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ଚନ୍ଦନ ଯାତ୍ରା ଉପଲକ୍ଷେ ଅନୁଷ୍ଠିତ ହେଉଥିବା ମାହାଙ୍ଗା ମହୋତ୍ସବକୁ…