ସାବଧାନ ରୁହନ୍ତୁ, ଠକ ମାତିଛନ୍ତି

କେୱାଇସି ଅପ୍‌ଡେଟ୍ ସଂକ୍ରାନ୍ତ ଠକାମି ବାର୍ତା ବିରୋଧରେ ଗ୍ରାହକଙ୍କୁ ସତର୍କ କଲା ଟିପିଏସ୍‌ଓଡିଏଲ୍ ବ୍ରହ୍ମପୁର / ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍…

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ଗତସିଂହପୁର /ସୁମନ୍ତ କୁମାର ଦାସ:ଆଜି ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌରପରିଷଦ ଆନୁକୂଲ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଅଛି l ଏହି ଅବସରରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟୱାରୀ ଜଗତସିଂହପୁର କୋର୍ଟ ସମ୍ମୁଖରେ ଥିବା…

କଟକଠାରେ ଉତ୍କଳଗୌରବ ମଧୁସୂଦନ ଭବନ ନିର୍ମାଣ କରାଯିବ

ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ଭୁବନେଶ୍ୱର:ଓଡ଼ିଶାରେ ସମବାୟ ଆନ୍ଦୋଳନର ଆଦ୍ୟପ୍ରବକ୍ତା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସ୍ମୃତିରେ ସମବାୟ ବିଭାଗ ପକ୍ଷରୁ କଟକଠାରେ ଉତ୍କଳଗୌରବ ମଧୁସୂଦନ ଭବନ ନିର୍ମାଣ କରାଯିବ । କଟକ ଜେଲ୍‌ରୋଡ଼ସ୍ଥିତ ଓଡ଼ିଶା…

ଗବେଷକ ଲକ୍ଷ୍ମୀ ନାରାୟଣ ହୋତାଙ୍କ ଡକ୍ଟରେଟ ଲାଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାଲକାନଗିରି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଜିଲ୍ଲା ଯୋଜନା ସଂଯୋଜକ ଶ୍ରୀ ଲକ୍ଷ୍ମୀ ନାରାୟଣ ହୋତା ନିଜ ଗବେଷଣାତ୍ମକ ସନ୍ଦର୍ଭ “ Watershed Management Programmes Towards Sustainable Tribal Development: A Study of Koraput…

ରାଜେନ୍ଦ୍ର କୁମାର ଜେନାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ।

ଖଇରା/ ବୁଲୁ ଲେଙ୍କା : ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅଧିନସ୍ଥ ଅନ୍ତରା ଲକ୍ଷ୍ମୀ ପୂଜା ମଣ୍ଡପ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପ୍ରଫୁଲ୍ଲ କୁମାର ଦାଶ ସଭାପତିତ୍ବ କରିଥିଲାବେଳେ ଅନ୍ତରା ପଞ୍ଚାୟତ ର ସରପଞ୍ଚ ରଶ୍ମୀତା ଜେନା ସମିତି ସଭ୍ୟ ସବିତା ରାଣୀ ପଣ୍ଡା…

ଆୟୁଷ୍ମlନ୍ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ ହେଲେ ୟୁଟୁବ ଗାର୍ଲ ଅଭିଲିପ୍ସା

ଖଇରା (ବୁଲୁ ଲେଙ୍କା): ଆଧୁନିକ ଯୁଗରେ ପିଲାମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବା ସହିତ ଅନେକ ସଫଳତା ହାସଲ କରିଛନ୍ତି। ସେହିଭଳି ଏକ ଅନନ୍ୟ ପ୍ରତିଭା ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ଅଧିନସ୍ଥ ଅନ୍ତରା ପଞ୍ଚାୟତର ନୁଆ ଗ୍ରାମର ଝିଅ ଅଭିଲିପ୍ସା ଉପାଧ୍ୟାୟ। ସମ୍ପ୍ରତି ଖଇରା…

ତିନି ଭାଇ ଭଉଣୀ ବେସାହାରା : ଖବର ପ୍ରକାଶନ ପରେ ଗାଁରେ ପହଞ୍ଚିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତ ଠାରୁ ମାତ୍ର ୨ କମି ଦୂର ପଦାସାହି ଗାଁ। ବାପା ମା ଚାଲିଯିବା ପରେ ତିନି ପ୍ରାଣୀ ଏବେ ଅନାଥ ହୋଇ ପାଠ ପଢା ଛାଡି ନିଜ ଜମିରେ ଚାଷବାସ କରି ଚଳୁଛନ୍ତି। ଯେଉଁ ବୟସରେ ବାପା ମା'ର ସ୍ନେହ ଦରକାର ସେହି…

ସାମ୍ବାଦିକଙ୍କ ଜ୍ୟେଷ୍ଠ ଭ୍ରାତାଙ୍କର ପରଲୋକ

ରାଉରକେଲା(ବସନ୍ତ କୁମାର ଜେନା); ସହରର ଜଣାଶୁଣା ସାମ୍ବାଦିକ ଅନନ୍ତ ପଟ୍ଟନାୟକ ଙ୍କ ଜ୍ୟେଷ୍ଠ ଭ୍ରାତା ନୃସିଂହ ଚରଣ ପଟ୍ଟନାୟକ (୭୦)ଙ୍କ ଆଜି ସକାଳେ ହୃଦଘାତରେ ପରଲୋକ ଘଟିଛି। ସୂଚନା ଯୋଗ୍ୟ ଯେ ସ୍ବର୍ଗତ ପଟ୍ଟନାୟକ ଆରଏସପି ରୁ ଅବସର ଗ୍ରହଣ ପରେ ପରିବାର ସହ ଛେଣ୍ଡ କଲୋନୀରେ ବସବାସ କରୁଥିଲେ।…

ପ୍ରଶାସନ ର ଅଣଦେଖା କାର୍ଯ୍ୟକୁ ନେଇ ତେଜିଲେ କାର୍ଯ୍ୟରତ ସାମ୍ୱାଦିକ

ଭଦ୍ରକ,(ସୀତାକାନ୍ତ ପାଢ଼ୀ)-:ସାମ୍ବାଦିକଙ୍କୁ ସରକାରି କାର୍ଯ୍ୟକ୍ରମରେ ନିମନ୍ତ୍ରଣ ନ କରି ଚିନ୍ତାରେ ଏବେ ଭଦ୍ରକ ପ୍ରଶାସନ । ସୂଚନା ଅନୁଯାୟୀ ଗତ କାଲି ଭଦ୍ରକ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସ୍ତରିୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବ୍ୟୋଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ…

ଘରେ ଘରେ ଦେଶି ମଦ ବିକ୍ରି କୁ ବିରୋଧ କଲେ ଏସ ଏସ ଜି ଗ୍ରୁପର ମା

ସୁନ୍ଦରଗଡ/ରାଉରକେଲା,(ବସନ୍ତ କୁମାର ଜେନା); କୋଇଡା ଥାନା ଅନ୍ତର୍ଗତ କୋଇଡା ପଞ୍ଚାୟତ ର ଗୋପପୁର ସାହି ରେ ଥିବା ସୟଂ ସହାୟକ ଗୋଷ୍ଠୀ ର ମା ମାନେ ଦୁଇ ଦିନ ଧରି ଘରେ ଘରେ ବିକ୍ରି ହେଉଥିବା ଦେଶି ମଦ ବା ଭାଟିମଦ କୁ ବିରୋଧ କରିଛନ୍ତି ,ସୁଚନା ଅନୁଯାୟୀ ଚଳିତ ମାସ ୫/୫/୨୦୨୨ ରେ ଥାନା ଅଧିକାରୀ…