ଗନ୍ଧମାର୍ଦ୍ଦନ ଜଙ୍ଗଲରୁ ମହିଳା ଙ୍କର ଗଳିତ ମୃତଦେହ ଉଦ୍ଧାର: ମୃତକଙ୍କର ପରିଚୟ ଖୋଜୁଛି ପୋଲିସ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଡୁଡୁକିଝରିଆ ଗ୍ରାମ ନିକଟସ୍ଥ ଗନ୍ଧମାର୍ଦ୍ଦନ ପର୍ବତ ର ଜଙ୍ଗଲ ଭିତରେ ଗତ କାଲି ଏକ ଶବ ପଡିଥିବା ପାଇକମାଲ ପୋଲିସ ସୂଚନା ପାଇଥିଲା । ସୂଚନା ପାଇବା ମାତ୍ରେ ପାଇକମାଲ ପୋଲିସ ସହିତ ବଲାଙ୍ଗୀର ରୁ ପୋଲିସର ସାଇନଟିଫିକ ଟିମ ଘଟଣା ସ୍ଥଳକୁ…