ନାବାଳିକା ଗଣ ବଳାତ୍କାର ମାମଲାରେ ଦୁଇ ଜଣଙ୍କୁ ୨୦ ବର୍ଷ ଜେଲ ଦଣ୍ଡ

କେନ୍ଦୁଝର/ସିଦ୍ଧେଶ୍ୱର ସାହୁ : ସ୍ଥାନୀୟ ଅତିରିକ୍ତ ଜିଲା ଓ ସ୍ଵତନ୍ତ୍ର ଜଜ ଆଜି ଏକ ଗଣ ବଳାତ୍କାର ମାମଲାର ଶୁଣାଣି କରି ଦୁଇ ଜଣ ଙ୍କୁ କୋଡ଼ିଏ ବର୍ଷ ଜେଲ ଓ ୫୮ ହଜାର ଟଙ୍କା ଫାଇନ ଦଣ୍ଡାଦେଶ କରିଛନ୍ତି। ଘଟଗାଁ ଥାନା ଅଂଚଳରେ ଅପ୍ରେଲ ୨୦୧୭ ରେ ଘଟିଥିଲା। ପାଲା ଦେଖିବାକୁ ଯାଇଥିବା ବେଳେ…

ପିଏଚଡ଼ି ପାଇଲେ ଗୁଦେରପାଲିର ଝିଅ ଅଧ୍ୟାପିକା ନୀଳମ୍ ଦେବତା

ଗାଇସିଲାଟ :ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗ୍ରାମପଞ୍ଚାୟତ ଜାମୁଟପାଲି ଗାଁ ର ବ୍ୟାଙ୍କ କର୍ମଚାରୀ ସ୍ବର୍ଗତ ହରିହର ଦେବତା ତଥା ଚାଷୀ ନେତା କିଶୋର ଚନ୍ଦ୍ର ଦେବତା ଙ୍କ ଝିଆରୀ ନୀଳମ୍ ଦେବତା ।ବରପାଲି ମହାବିଦ୍ୟାଳୟ ର ଇଂରାଜୀ ବିଭାଗ ଅଧ୍ୟାପିକା ଶ୍ରୀମତୀ ଦେବତା ଗବେଷଣା ସଂପୂର୍ଣ୍ଣ…

ବିଶ୍ୱ ତମାଖୁ ଦିବସରେ ସୁଦର୍ଶନଙ୍କ “ସେ ନୋ ଟୁ ଟୋବାକୋ” ବାର୍ତ୍ତା

ପୁରୀ/ଅନିମେଶ ପଟ୍ଟନାୟକ: ମଙ୍ଗଳବାର ବିଶ୍ୱ ତମାଖୁ ଦିବସ । ଏହି ଅବସରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ମାଧ୍ୟମରେ ବିଶ୍ୱକୁ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି ।

ପଦ୍ମପୁର ଅଞ୍ଚଳରେ ଦଲାଲ ସକ୍ରିୟ, ଜାଣିଶୁଣି ନିଘୋଡ଼ ନିଦରେ ଯୋଗାଣ ବିଭାଗ!

ପଦ୍ମପୁର(ଶାସକପ୍ରଶାସକ)-ଚଳିତ ବର୍ଷ ପଦ୍ମପୁର ଆରଏମସି ଅଧିନରେ ମେ ମାସ ୧୫ ତାରିଖରୁ ରବି ୠତୁର ଧାନ କିଣା ଆରମ୍ଭ ହୋଇଛି । ପଦ୍ମପୁର ଆରଏମସି ଅଧିନରେ ସମୁଦାୟ ୪୨ ଗୋଟି ମଣ୍ଡି ଖୋଲାଯାଇ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଅନୁସାରେ ରବି ୠତୁର ଧାନ କିଣା ଯାଉଛି । ବିଭିନ୍ନ ମଣ୍ଡିରେ ସମବାୟ ସମିତି ଓ…

କୋଭିଡ଼ରେ ବାପା ଏବଂ ମା ଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ସହ କର୍ପସ ପାଣ୍ଠି ପ୍ରଦାନ

https://youtu.be/jeHyhXAcMng ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରାଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ କୋଭିଡ ସମୟରେ କୋଭିଡ ଦ୍ଵାରା ବାପା ଓ ମାଁ ଙ୍କୁ ଏବଂ ବାପା କିମ୍ବା ମାଁଙ୍କୁ ହରାଇ ଥିବା ୮ ଜଣ ଶିଶୁଙ୍କୁ କେନ୍ଦ୍ର ସରକାରଙ୍କ ପିଏମ କେୟାର୍ସ…

ଷଣ୍ଢ ଲଢେଇରେ ବହୁ ଆହତ; ଟ୍ରାଫିକ ଜାମ

ଭଞ୍ଜନଗର, . ଭଞ୍ଜନଗର ପୁରୁଣା ଫାୟାର ଷ୍ଟେସନ ନିକଟରେ ସୋମବାର ସନ୍ଧ୍ୟାରେ ଦୁଇଟି ଷଣ୍ଢ ମଧ୍ୟରେ ଲଢେ଼ଇ ଦୀର୍ଘ ୪୫ମିନିଟରୁ ଉର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ଚାଲିଥିଲା।ଯାହା ଫଳରେ ଉକ୍ତ ସ୍ଥାନଟି ଏକ ରଣକ୍ଷେତ୍ରରେ ପରିଣତ ହୋଇଥିଲା।ଲୋକମାନେ ଭୟଭୀତ ହୋଇ ଚଳପ୍ରଚଳ କରୁ ନଥିବା ବେଳେ ସେମାନଙ୍କ…

୩୦ଲିଟର ଦେଶିମଦ ଜବତ ୨ ଗିରଫ

ପଦ୍ମପୁର-ପଦ୍ମପୁର ଏବେ ନିଶା ବେପାରୀଙ୍କ ଚରାଭୂମୀ ପାଲଟିଛି ଦିନକୁ ଦିନ ପଦ୍ମପୁର ତଥା ଆଖପାଖ ଅଂଚଳର ବେଆଇନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି ପୋଲିସ ଯେତେ ଧରପକଡ କଲେ ମଧ୍ୟ କେଉଁଠିନା କେଉଁଠି ଭୁଲ ରହିଯାଉଛି ଯାହାର ଫାଇଦା ନେଉଛନ୍ତି ନିଶା ବେପାରୀ । ପଦ୍ମପୁର ଥାନା ଏସଆଇ ପ୍ରକାଶ…

କଫସିରପ ଜବତ ୨ ଗିରଫ

ପଦ୍ମପୁର : ବରଗଡ଼ ଏସପିଙ୍କ ନିର୍ଦ୍ଦେଶକ୍ରମେ ପଦ୍ମପୁର ଥାନା ଅଧିକାରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ସିଆଲ, ଏସଆଇ ରବିନ୍ଦ୍ର କୁମାର ହେମ୍ରମ ଓ ପଦ୍ମପୁର ଥାନା ଷ୍ଟାଫ୍ ଚଢ଼ାଉ କରି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ଗୋଟିଏ ଜାରରେ ୨୦ଲିଟର ଅପମିଶ୍ରିତ ତରଳ ପଦାର୍ଥ, ୧୪୦ ବୋତଲ…

ସିଭିଲ ସର୍ଭିସ ପରୀକ୍ଷାରେ ୩୦୬ ରାଙ୍କ ରଖି ଦେବଗଡ଼ ପାଇଁ ଗୌରବ ଆଣିଲେ ସୌମ୍ୟରଞ୍ଜନ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଆଜି ପ୍ରକାଶିତ ସିଭିଲ ସର୍ଭିସ ପରୀକ୍ଷା ଫଳରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ ଅନ୍ତର୍ଗତ କୁରଡ ଗ୍ରାମର ସୌମ୍ୟରଞ୍ଜନ ପ୍ରଧାନ ୩୦୬ ରାଙ୍କ ପାଇଥିବା ଜଣାପଡିଛି। ଏହି ସଫଳତା ପାଇଁ ଆଜି ଦେବଗଡ଼ ଜିଲ୍ଲା ନିଜକୁ ଗୌରବାନିତ୍ଵ ମନେ କରୁଛି। ଜିଲ୍ଲା ସମସ୍ତ…

ଜୁନ ୧ରୁ ପିସିସି ପକ୍ଷରୁ ଦୁଇଦିନିଆ ନବସଂକଳ୍ପ ଶିବିର

ଭୁବନେଶ୍ୱର- ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଉଦୟପୂୁର ଠାରେ ଅନୁଷ୍ଠିତ ହୋଇଥିବା ନବଂସକଳ୍ପ ଶିବିରର ନିଷ୍ପତି ଅନୁଯାୟୀ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ଜୁନ ୧ ତାରିଖ ବୁଧବାର ଓ ୨ ତାରିଖ ଗୁରୁବାର ଦୁଇଦିନ ବ୍ୟାପି ନବ ସଂକଳ୍ପ ଶିବିର ଭୁବନେଶ୍ୱର ୟୁନିଟ-୪ ସ୍ଥିତ…