ଚନ୍ଦ୍ରଗିରି ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏମ୍.ଏଚ୍.ଏଚ୍.ଏମ୍ ସପ୍ତାହ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକାଞ୍ଚଳ ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ''ଆଇନା'' ସଂସ୍ଥା ଦ୍ୱାରା ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜନ କଲ୍ୟାଣ ପ୍ରତିଷ୍ଠାନର ମିଳିତ ସହଯୋଗରେ ଚନ୍ଦ୍ରଗିରି ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର…

ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟର ଲୋକାର୍ପଣ ଓ ସ୍ଥାୟୀ କ୍ୟାମ୍ପସର ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ

ଆଇଆଇଟି କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଆଗାମୀ ଦିନରେ ବିଶ୍ୱସ୍ତରରେ ନେତୃତ୍ୱ ନେବେ-ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର/ଜଟଣୀ– ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡର ପାଦଦେଶରେ ପ୍ରତିଷ୍ଠିତ ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ଆଗାମୀ ଦିନରେ ଶିକ୍ଷାର ପ୍ରୟୋଗଶାଳା ହେବା ସହ…

ସୋଆ କୁଳପତି ଅଶୋକ ମହାପାତ୍ରଙ୍କୁ ସି.ଭି. ରମଣ ବିଜ୍ଞାନ ରତ୍ନ ସମ୍ମାନ

ଭୁବନେଶ୍ୱର: ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କୁ ସି.ଭି. ରମଣ ବିଜ୍ଞାନ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି ।ସି.ଭି ରମଣ ଆୱାର୍ଡ ସିଲେକ୍ସନ୍ ବୋର୍ଡ…

ନିସଙ୍ଗ ଓ ଅସହାୟ ଅବସ୍ଥାରେ ଥିବା ବୃଦ୍ଧ ମହିଳାଙ୍କୁ ମାନବୀୟ ସହାୟତା ଯୋଗାଇଦେଲା ଓଡ଼ିଶା ମୋ ପରିବାର

ଭୁବନେଶ୍ୱର– ବାଃ ବାଃ ରେ ସନ୍ତାନ... ବାପା, ମା’ ଦୁଇଜଣଙ୍କୁ ବୟସର ଅପରାହ୍ନରେ ପର କରିଦେଲେ । ଧିକ୍ ସେହି ପୁଅଝିଅଙ୍କୁ ଯିଏ ବୁଝିପାରିଲେନି ମା’ର ଗର୍ଭରୁ ବଡ଼ ହେବା ପଛରେ ଥିବା ଦୁଃଖ ଏବଂ ଯନ୍ତ୍ରଣାକୁ ଓ ବାପର ଝାଳବୁହା ରୋଜଗାରରେ ପିଲାମାନଙ୍କୁ ବଡ଼ କରିଥିବା ପରିଶ୍ରମକୁ, କେତେ ଯେ ସେ…

ରାଜ୍ୟ ସରକାରଙ୍କ ନୂତନ ଶିକ୍ଷାନୀତି ଅନୁଯାୟୀ ସରକାରୀ ବିଦ୍ୟାଳୟର ନବୀକରଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨ୟ ପ୍ରର୍ଯ୍ୟାୟ ଭିତ୍ତିରେ ୫-ଟି ଅନ୍ତର୍ଭୁକ୍ତ ହାଇସ୍କୁଲ ରୁପାନ୍ତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ଯ୍ୟାୟ ଗଜପତି ଜିଲ୍ଲାର ୩୧ଟି ରୁପାନ୍ତରିତ ହାଇସ୍କୁଲକୁ ଭିଡିଓ କନଫରେନ୍ସ ମାଧ୍ୟମ  ମୁଖ୍ୟମନ୍ତ୍ରୀ…

ଛେଦାଭୂମିରେ ନାଟକ ” ଦୁଃଖ ମୋ ଭାଗ୍ୟରେ ଲେଖା” ମଞ୍ଚସ୍ଥ

ଭଞ୍ଜନଗର / ନିଲୁ ବିଷୋୟୀ : ଭଞ୍ଜନଗର ବ୍ଲକ ସ୍ଥିତ ଲାଲସିଙ୍ଗ ପଞ୍ଚାୟତ ଛେଦାଭୂମି ଗ୍ରାମରେ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ଅବସରରେ ବାବା ଶ୍ରୀ ବିଶ୍ୱନାଥ ସ୍ୱାମୀ ନାଟ୍ୟ ସଂସଦ ଦ୍ୱାରା ପ୍ରସ୍ତୁତ ସାମାଜିକ ନାଟକ 'ଦୁଃଖ ମୋ ଭାଗ୍ୟରେ ଲେଖା" ଶୁକ୍ରବାର ମନସ୍ଥ ହୋଇଯାଇଛି।ଏହାକୁ ବଳରାମ…

କ୍ଷତବିକ୍ଷତ ଅବସ୍ଥାରେ ଯୁବକର ମୃତ ଦେହ ଉଦ୍ଧାର

ଭଞ୍ଜନଗର / ନିଲୁ ବିଷୋୟୀ : ଭଞ୍ଜନଗର କଲେଜ ରୋଡ଼ ଠାରେ ଥିବା ଏକ ହୋଟେଲ୍ ନିକଟ ରାସ୍ତାକଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଭଞ୍ଜନଗର ସହରର ଜୟଦେବ ମହାରଣାଙ୍କ ପୁଅ ସୀତାରାମ ମହାରଣା(୩୬) ବୋଲି ଜଣାପଡିଛି। ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ତାର…

“ଠକାମୀ ର ଗୋଟିଏ ସୀମା ଅଛି”

ବରଗଡ:-ବାରମ୍ବାର ଜିଲ୍ଲା ପ୍ରଶାସନ ର ଠକାମୀ ର ଶିକାର ହେବାରେ ଲାଗିଛି ରାଜବୋଡାସମ୍ୱର କୃଷକ ସଂଗଠନ । ଆସନ୍ତା ତା ୧୩.୦୬.୨୦୨୨ରିଖ ରେ କୃଷକ ସଂଗଠନ ର ଆହ୍ୱାନ କ୍ରମେ ଜେଲଭରା ଆନ୍ଦୋଳନ ରୁ ନିବୃତ ରହିବା ଏବଂ ଆଉ ୧୫ ଦିନ ସମୟ ପ୍ରଶାସନ ଦେବାକୁ ରାଜବୋଡାସମ୍ୱର କୃଷକ ର କେତେକ ବରିଷ୍ଠ…

ହିଣ୍ଡାଲକୋ ପକ୍ଷରୁ ସମ୍ବଲପୁରରେ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଛାମୁଆ କମ୍ପାନୀ ହିଣ୍ଡାଲକୋ ସର୍ବଭାରତୀୟ ସ୍ତରରେ କାର୍ଯ୍ୟ କରୁଛି । ଓଡ଼ିଶାର ସମ୍ବଲପୁରରେ ହିଣ୍ଡାଲ୍‍କୋ ତାହାର ଗୋଷ୍ଠୀ ନିୟୋଜନ କାର୍ଯ୍ୟକ୍ରମର ଅଂଶସ୍ୱରୂପ ବିବିଧ ସ୍ୱାସ୍ଥ୍ୟସେବା ପ୍ରୟାସ ହାତକୁ ନେଇଛି । ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଉନ୍ନତ ଏବଂ…