ଗଜବେଶ ରେ ତିନି ଠାକୁର।

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ / ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କ ସ୍ନାନୋତ୍ସବ ଓ ଗଜବେଶ ମହାଆଡ଼ମ୍ବରରେ ପାଳନ କରାଯାଇଛି । ଆଜି ସକାଳୁ ପୂଜକ ରୀତିନୀତି ଅନୁଯାୟୀ ଭୋଗ ଲାଗି କରିବା ପରେ ଶ୍ରୀଜୀଉଙ୍କୁ ସିଂହାସନରୁ ଓହ୍ଲାଇଥିଲେ ।…

ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀଙ୍କ ଝଙ୍କଡ଼ ଶାରଳା ମନ୍ଦିର ପରିଦର୍ଶନ

ଜଗତସିଂହପୁର/ସୁମନ୍ତ କୁମାର ଦାସ-ପବିତ୍ର ଜ୍ୟେଷ୍ଟପୁର୍ଣିମା ଓ ପହିଲି ରଜରେ ରାଜ୍ୟ ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରସିଦ୍ଧ ବାଣୀକ୍ଷେତ୍ର ଓ ଝଙ୍କଡ଼ ମା ' ଶାରଳା ମନ୍ଦିର ପରିଦର୍ଶନ କରିଛନ୍ତି l ମଙ୍ଗଳବାର ସକାଳ ୭ଟା ରେ ମନ୍ଦିରରେ…

ବଡ଼ପଡା ଠାରେ କରୋନା ଟୀକାକରଣ ଅନୁଷ୍ଠିତ ।

ପଦ୍ମପୁର- କରୋନାକୁ ଦୁର କରିବା ପାଇଁ ସରକାର ସମସ୍ତଙ୍କୁ ମାଗଣାରେ କରୋନା ଟୀକା ଦେଉଛନ୍ତି । ହେଲେ ବର୍ତ୍ତମାନ ମଧ୍ୟ ବହୁ ଲୋକ ଟିକା ନେଇ ନାହାଁନ୍ତି । ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ବଡ଼ପଡା ଅଙ୍ଗନଓ୍ବାଡି ଠାରେ କରୋନା ଟୀକାକରଣ କରାଯାଇଛି । ଏହି ଟିକା କରଣରେ କଟ ସମୁଦାୟ ୧୦୨…

ରାଜ୍ୟ ବିଜେପି ତରଫରୁ ସମାଜର ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା

ମୋଦି ସରକାରଙ୍କ ୮ବର୍ଷର ସେବା, ସୁଶାସନ ଏବଂ ଗରିବକଲ୍ୟାଣ ଯାତ୍ରା ଭୁବନେଶ୍ୱର: ମୋଦି ସରକାରଙ୍କ ୮ ବର୍ଷ ପୁର୍ତି ଅବସରରେ ରାଜ୍ୟ ବିଜେପି ତରଫରୁ ସମାଜର ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଓ ସମ୍ମାନିତ କରାଯାଇଥିଲା । ରାଜ୍ୟ ସଭାପତି…

ନିୟମିତ ରକ୍ତଦାନ ହୃଦଘାତର ଆଶଙ୍କା କମ୍ କରିଥାଏ

କିମ୍‌ସରେ ବିଶ୍ୱ ରକ୍ତଦାତା ଦିବସ ଜନସଂଖ୍ୟାର ୧ ପ୍ରତିଶତ ଲୋକ ରକ୍ତଦାନ କଲେ ରକ୍ତ ଅଭାବ କମିବ ଭୁବନେଶ୍ୱର: ସ୍ୱେଚ୍ଛାକୃତ ରକ୍ତଦାନ ଦ୍ୱାରା ହୃଦ୍‌ରୋଗକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ ଏବଂ ରକ୍ତଦାତାଙ୍କ ରକ୍ତଚାପ ସ୍ତର ସନ୍ତୁଳିତ ରହିଥାଏ । ଏହି ଲକ୍ଷ୍ୟ ନେଇ କିମ୍‌ସ ପକ୍ଷରୁ ଆଜି…

ଲାଠିକଟା ବ୍ଲକ ପାଇଁ ଫିଲ୍ଡ ଏକଜ୍ୟୁକିଟିଭଙ୍କ ନିଯୁକ୍ତି ପ୍ରଦାନ

ରାଉରକେଲା,(ବସନ୍ତ କୁମାର ଜେନା); ଲାଠିକଟା ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଜନସାଧାରଣଙ୍କୁ ସେବା ଯୋଗାଇଦେବା ପାଇଁ ଫିଲ୍ଡ ଏକଜିକ୍ୟୁଟିଭଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏସି ଏସଟି ଫ୍ରେଣ୍ଡସ ଅରଗାନାଇଜେସନ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଅଧ୍ୟକ୍ଷ ହେମନ୍ତ କୁମାର ଛୁରା ଙ୍କ…

ଭୁବନେଶ୍ୱର ଠାରେ ‘ରଜ ଉତ୍ସବ’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର– କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭୁବନେଶ୍ୱର ମଞ୍ଚେଶ୍ୱର ଠାରେ ଉତ୍ତର ଭୁବନେଶ୍ୱର ଅନନ୍ୟ ମଞ୍ଚ ପକ୍ଷରୁ ଆୟୋଜିତ ରଜ ଉତ୍ସବରେ ଯୋଗଦେଇ ଏହି ଗଣପର୍ବ ରାଜ୍ୟବାସୀଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଭରିଦେଉ ବୋଲି କହିଛନ୍ତି ।…

ଲଗାଣ ବର୍ଷାରେ ଭାଙ୍ଗିଲା ଘର

ଭଞ୍ଜନଗର / ନିଲୁ ବିଷୋୟୀ : ଅଦିନିଆ ଲଗାଣ ବର୍ଷାରେ ମଙ୍ଗଳବାର ଅପରାହ୍ନରେ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ସାନକୋଦଣ୍ଡା ପଞ୍ଚାୟତ ଯୋଗୀମାରି ଗ୍ରାମର ମୟ ନାଇକ ଙ୍କ ବାଡ଼ିପଟ ଘରଟି ଭାଙ୍ଗି ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ଲଗାଣ ବର୍ଷା ସମୟ ତାଙ୍କ ଝିଅ ଉକ୍ତ ଘରେ ଥିବା ବେଳେ ସେ ଅଳ୍ପକେ ବର୍ତ୍ତି…

ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡିରେ ଦେବସ୍ନାନ ଯାତ୍ରା

https://youtu.be/yQwJlQsAYdg ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ତିନି ଠାକୁରଙ୍କ ଦେବସ୍ନାନ ଯାତ୍ରା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇ ଯାଇଛି । ସକାଳୁ ସେବାୟତ ମାନେ ଶ୍ରୀମନ୍ଦିରରେ ଠାକୁରଙ୍କ…

ସ୍ନାନ ଜଳରେ ଭିଜିଲେ ଠାକୁର, ଭାବରେ ଭିଜିଲେ ଭକ୍ତ

ସ୍ନାନବେଦୀରେ ଭକ୍ତ ଓ ଭଗବାନଙ୍କ ମହାମିଳନ ପୁରୀ (ଅନିମେଶ ପଟ୍ଟନାୟକ): ସ୍ନାନବେଦୀରେ ଏକାକାର ହେଲେ ଭକ୍ତ ଓ ଭଗବାନ। ଦୀର୍ଘ ୨ବର୍ଷ ପରେ ମହାପ୍ରଭୁଙ୍କ ଜନ୍ମ ତିଥି ତଥା ଦେବସ୍ନାନ ପୂର୍ଣ୍ଣିମାରେ ଘଟିଛି ଏ ଅପୂର୍ବ ମହାମିଳନ । ଦୁର୍ଲ୍ଲଭ ହାତୀବେଶରେ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଲକ୍ଷାଧିକ…