ଟ୍ରେଣ୍ଡ୍‌ସ ପକ୍ଷରୁ ସ୍ୱାଗତମ୍ ଶ୍ରୀଗଣେଶ ପ୍ରତିଯୋଗିତାର ବିଜେତା ଘୋଷଣା

- ଟ୍ରେଣ୍ଡ୍‌ସ ସ୍ୱାଗତମ ଶ୍ରୀଗଣେଶ ସେଲ୍‌ଫି ପ୍ରତିଯୋଗିତାର ପ୍ରଥମ ପୁରସ୍କାର ବିଜେତା ହୋଇଛନ୍ତି ଯାଜପୁରର ସୌଭାଗ୍ୟ ଚନ୍ଦ୍ର ସାହୁ ଏବଂ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଜିତିଛନ୍ତି କଟକର ଅନନ୍ୟା ପ୍ରଧାନ ଓ ସାଲେପୁରର ଅନନ୍ୟା ମିଶ୍ର - ଟ୍ରେଣ୍ଡ୍‌ସ ସ୍ୱାଗତମ୍ ଶ୍ରୀଗଣେଶ…

ବାଳିଡିଆ ଲୋକ ବିକାଶ କେନ୍ଦ୍ରକୁ ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ସହାୟତା ପ୍ରଦାନ

ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଏଏମ୍/ଏନ୍ଏସ୍ ଇଣ୍ଡିଆର ଲକ୍ଷ୍ୟ ସମାଜର ସଶକ୍ତିକରଣରେ ଏଏମ୍/ଏନ୍ଏସ୍ ଇଣ୍ଡିଆ କାର୍ଯ୍ୟରତ ଭୁବନେଶ୍ୱର : ଆର୍ସଲର ମିତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ନୂଆଗଡ ପଚାଂୟତ ବାଳିଡିଆ ଗ୍ରାମର ମହିଳାମାନଙ୍କୁ ଟେଲରିଂ ରେ…

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହେବ ପାରଳା ନାଟକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ , ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ , ଓଡ଼ିଶା ନାଟ୍ୟ ସଂଘର ମିଳିତ ଆନୁକୁଲ୍ୟରେ ଆୟୋଜିତ ହେଉଥିବା ନିୟମିତ ନାଟ୍ୟ ପରିକ୍ରମା କାର୍ଯ୍ୟକ୍ରମ ନାଟ୍ୟଧାରାରେ ପରିବେଷଣ ହେବ ପାରଳାର ନାଟକ "ଭୋକ"।…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 2 ମୃତ

ବରଗଡ :- ଆଜି ସକାଳ ପ୍ରାୟ ସାଢ଼େ ଦଶଟା ସମୟରେ ପାଇକମାଲ ନୂଆପଡା ବିଜୁ ଏକ୍ସପ୍ରେସ ୱେ ରେ ବରତୁଣ୍ଡା ଗ୍ରାମ ନିକଟରେ ଥିବା ସୁରିଙ୍ଗିଦାଦର ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ଲାଠୋର ନିକଟରେ ଥିବା କଂହେଇଛାପର ଗ୍ରାମର ଦୁଇ ଜଣ…

ବୋହୁକୁ ଆକ୍ରମଣ କରି, ଶଶୁରଙ୍କ ଆତ୍ମହତ୍ୟା

ମେଲଛାମୁଣ୍ଡା(ଶାସକ ପ୍ରଶାସକ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଖଲିଆମୁଣ୍ଡା ଗ୍ରାମରେ ସଦାନନ୍ଦ ସାହୁ (୬୫)ଙ୍କର ମୃତ ଶରୀର ଗ୍ରାମ ନିକଟସ୍ଥ ରିର୍ଜଭ ଜଙ୍ଗଳର ଏକ ଗଛରେ ଝୁଲୁଥିବା ଲୋକେ ଦେଖି ତାଙ୍କ ପରିବାର ବର୍ଗ ସହ ମେଲଛାମୁଣ୍ଡା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ…

ନୂଆ ରୂପ ପାଇଲା କଳିଙ୍ଗନଗର ପାର୍କ

ନବୀକରଣ ଉଦ୍ୟାନ ବୁଲିଲେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଜଖପୁରା: ଯାଜପୁର ଜିଲା ଜଖପୁରା ଅଞ୍ଚଳର କଳିଙ୍ଗନଗର ଇଣ୍ଡଷ୍ଟ୍ରିଆଲ କମ୍ପ୍ଲେକ୍ସ ନିକଟରେ ଥିବା କଳିଙ୍ଗନଗର ପାର୍କ ନୂଆରୂପ ପାଇଛି । ୨ ଦଶନ୍ଧି ଧରି ଅବହେଳିତ ହୋଇପଡ଼ିରହିଥିବା ପାର୍କକୁ ଅଗ୍ରଣୀ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ…

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜିଲ୍ଲା ପରିଷଦର ୪୮ତମ ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜିଲ୍ଲା ପରିଷଦ ୪୮ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ ଅଧ୍ୟକ୍ଷତା…

ଜିଲ୍ଲାରେ ବୁନିୟାଦୀ ଶିକ୍ଷା ଅଭିଯାନର ଶୁଭାରମ୍ଭ

ପାରଳାଖମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଆକାଂକ୍ଷା ଜିଲ୍ଲା ସହଯୋଗୀ କାର୍ଯ୍ୟକ୍ରମ ଅନ୍ତର୍ଗତ ଗଜପତି ଜିଲ୍ଲା ପ୍ରଶାସନ , ଜିଲ୍ଲା ଶିକ୍ଷା ବିଭାଗ ଓ ନୀତି ଆୟୋଗର ସହଯୋଗୀ ସଂସ୍ଥା ପିରାମଲ…

ପୁରୁଷୋତ୍ତମ ପ୍ରାଥମିକ ବିଦ୍ୟାଳୟର ପୋଷାକ ବଣ୍ଟନ

ଜଗତସିଂହପୁର/ସୁମନ୍ତ କୁମାର ଦାସ-ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତୁମ୍ଭାଅଣ୍ଡେଇସାହି ଗ୍ରାମପଞ୍ଚାୟତ ସ୍ଥିତ ପୁରୁଷୋତ୍ତମପୁର ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଅଛି l ଏହି ପୋଷାକ ବଣ୍ଟନରେ ସଞ୍ଜୁବନୀ ପୃଷ୍ଟି (ଆଞ୍ଚଳିକ ସାଧନ କେନ୍ଦ୍ର, ସିଆରସି),…

ପରିଣତ ବୟସରେ କରୁଣ କାହାଣୀ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଏକ କରୁଣ କାହାଣୀ ଦେଖିବାକୁ ମିଳିଛି ତୁମ୍ବା ଅଣ୍ଡେଇସାହି ପଞ୍ଚାୟତ ଅନ୍ତର୍ଗତ ଆଗର ଗ୍ରାମରେ । ଏ କୋଣସି ଚଳଚିତ୍ର କିମ୍ବା ଯାତ୍ରା କାହାଣୀ ନୁହଁ ବାସ୍ତବ ଜୀବନରେ ଘଟୁଥିବା ମଣିଷ ଜୀବନର ସତ କାହାଣୀ । ପରିଣତ ବୟସରେ ଗୋଟିଏ ବୃଦ୍ଧ ଦମ୍ପତି କେଉଁଭଳି…