ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାଶ ଙ୍କୁ ଗିରଫଦାରୀର ଦୃଢ ପ୍ରତିବାଦ
ଟିଟିଲାଗଡ଼/ରଶ୍ମି ରେଖା ମହାପାତ୍ର: ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାଶ ଙ୍କ ଗିରଫକୁ ନେଇ ଟିଟିଲାଗଡ଼ ସାମ୍ବାଦିକଙ୍କ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି l ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ସ୍ୱାଭିମାନ ପ୍ରତି ଏହା ଏକ କୁଠାରାଘାତ, ଜନସ୍ୱରକୁ ଚାପିବା ପାଇଁ ହୀନ ଉଦ୍ୟମ ବୋଲି ଉପସ୍ଥିତ ସାମ୍ବାଦିକ…