ଛେଣ୍ଡକଲୋନୀର ଏଲସିଆର ବ୍ଲକରେ ନୁତନ ନାଳ ପ୍ରକଳ୍ପର ଶୁଭାରମ୍ଭ କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ ଶାରଦା ନାୟକ

ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ମହାନଗର ନିଗମ ତରଫରୁ ଚାଳିଶ ଲକ୍ଷ ଟଙ୍କା ବ୍ୟୟରେ ଏଲସିଆର ବ୍ଲକରେ ନାଳ କାର୍ଜ୍ୟର ଶୁଭାରମ୍ଭ ସୁନ୍ଦରଗଡ ଯୋଜନାବୋର୍ଡ ଅଧକ୍ଷ ତଥା ରାଉରକେଲା ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ ଙ୍କ ଦ୍ଵାରା କରାଯାଇଅଛି । ଛେଣ୍ଡ କଲୋନୀ ଏଲସିଆର ୨୩୯ ସମୁଖରେ…

ମାତ୍ର ୭୫୦ ଗ୍ରାମ୍ ଓଜନର ନବଜାତ ଶିଶୁ କନ୍ୟାକୁ ନୂଆ ଜୀବନ ଦେଲେ ସମ୍ମମ୍ ଡାକ୍ତର

ଭୁବନେଶ୍ୱର : ସମ୍ ଅଲ୍ଟିମେଟ ମେଡିକେୟାରର ଶିଶୁରୋଗ ବିଶେଷଜ୍ଞ ମାତ୍ର ୭୫୦ ଗ୍ରାମ୍ ଓଜନର ନବଜାତ ଶିଶୁକନ୍ୟାର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ।ମାତ୍ର ୨୬ ସପ୍ତାହ ଗର୍ଭଧାରଣ ପରେ ଜଣେ ମହିଳାଙ୍କର ସିଜରିଆନ୍ ସେକ୍ସନ୍ ଦ୍ୱାରା ଏକ ଶିଶୁ କନ୍ୟା ସମ୍ମମ୍‌ରେ ଜନ୍ମଲାଭ କରିଥିବା ବେଳେ ଜନ୍ମ…

ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁରରେ ବନ ମହୋତ୍ସବ ପାଳନ

ପଦ୍ମପୁର-ବରଗଡ଼ ଜିଲ୍ଲାର ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ପରିସର ରେ ଆଜି ବନ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଅଛି l ଯୁବ ରେଡକ୍ରସ୍, ଏନ.ଏସ.ଏସ., ଏନ୍.ସି.ସି.ଓ ଇକୋ କ୍ଳବ୍ ର ମିଳିତ ଉଦ୍ୟମରେ ଏହି କାର୍ଯକ୍ରମ ଆୟୋଜିତ ହୋଇଥିଲା l ପୁର୍ବରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ…

ଜିଲ୍ଲାରେ ପାଠ ଛାଡିଥିବା କିଶୋରୀ ବାଳିକା ପୁନଃ ପଢିବେ ପାଠ

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଙ୍କ ନିର୍ଦେଶ କ୍ରମେ ଜିଲ୍ଲରେ ବାଲ୍ୟ ବିବାହ ଓ କିଶୋରୀ ମାତୃତ୍ୱ କୁ ବନ୍ଦ କରିବା ଉଦେଶ୍ୟରେ ଜିଲ୍ଲାପ୍ରଶାସନ ତରଫରୁ ଜ଼ିଲ୍ଲାର ପ୍ରତ୍ୟେକ ସ୍ତରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି l ଏହି…

ବିବାହ ପୂର୍ବରୁ ଉଦ୍ଧାର ହେଲେ ୨ ଜଣ ନାବାଳିକା ଓ ଜଣେ ୨୧ ବର୍ଷରୁ କମ ବୟସର ପୁଅ

ଉଦ୍ଧାର ଦୁଇ ଜଣ ନାବାଳିକା ଓ ଜଣେ ପୁଅ କୁ ଜିଲ୍ଳା ଶିଶୁ ମଙ୍ଗଳ କମିଟି ରେ ଦାଖଲ ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ କ୍ରମେ ଜିଲ୍ଲାରେ ବାଲ୍ୟ ବିବାହ ଙ୍କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପରିପ୍ରେକ୍ଷୀରେ ଜିଲ୍ଲାପ୍ରଶାସନ ତରଫରୁ…

୨୦୨୨ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଏ-୧ ଗ୍ରେଡ଼ରେ ଲିପ୍‌ସା ମହାନ୍ତିଙ୍କ ସଫଳତା

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁର ଗ୍ରାମପଂଚାୟତ ନଇଁଗୁଆ ଦାଉଦପୁର ଉଚ୍ଚ ବିଦ୍ୟାଳୟରେ ୨୦୨୨ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ସମାଜସେବୀ ତଥା ଚାଷୀ ଦିଲ୍ଲିପ କୁମାର ମହାନ୍ତିଙ୍କ କନ୍ୟା ଲିପ୍‌ସା ମହାନ୍ତି ବିଦ୍ୟାଳୟର ସମସ୍ତ ପିଲାଙ୍କ…

ଖଇରା ବ୍ଳକରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ସମାଜସେବୀ ଇଂ ରାଜେଶ ମୋହାକୁଡ.

ବାଲେଶ୍ଵର ଖଇରା( ବୁଲୁ ଲେଙ୍କା): ଖଇରା ବ୍ଲକରେ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଟପର ହୋଇଥିବା ଛାତ୍ରୀଙ୍କୁଭେଟି ସମ୍ବର୍ଦ୍ଧନା କଲେ ଖଇରା ଅଞ୍ଚଳର ସମାଜସେବୀ ଇଂ ରାଜେଶ ମୋହାକୁଡ଼ ।ଚଳିତ ବର୍ଷ ଖଇରା ବ୍ଲକରେ ମୋଟ ୫୭ଟି ହାଇସ୍କୁଲରେ ୨୯୧୫ଜଣ ଛାତ୍ରଛାତ୍ରୀ…

ଜିଏସଟି ଚଢ଼ାଉ ପ୍ରତିବାଦରେ ବ୍ୟବସାୟୀ ସଂଘ ପକ୍ଷରୁ ଉମରକୋଟ ବନ୍ଦ।

ଉମରକୋଟ/ଜିତେନ୍ଦ୍ର ମହାନ୍ତି -ବାଣିଜ୍ୟ କର ଓ ଜିଏସଟି ବିଭାଗ ଚଢାଉ ରେ ଅତିଷ୍ଠ ହୋଇ ଆଜି ଉମରକୋଟ ସହର ର ବ୍ୟବସାୟୀ ସଂଘ ପକ୍ଷରୁ ଯାହାର ପ୍ରତିବାଦ ରେ ୧୨ ଘଣ୍ଟିଆ ଉମରକୋଟ ସହର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରାଯାଇଥିଲା।ଗତ କିଛି ଦିନ ଧରି ବାଣିଜ୍ୟ କର ଓ ଜି ଏସ ଟି ବିଭାଗ ର ଅଧିକାରୀ ମାନେ…

ମ୍ୟାଟ୍ରିକ ପରୀକ୍ଷାରେ ସର୍ଗିବାହାଲ ଆଦିବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ସଫଳତା

ପଦ୍ମପୁର ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମରେ ଥିବା ଆଦିବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ୧୦୧ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୩ଜଣ ଅନୁପସ୍ଥିତ ଥିବା ବେଳେ ୯୮ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ…

ନାଉଗାଁ ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ବିପିନ ବିହାରୀ ନାୟକଙ୍କ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ରକ୍ତଦାନ ଶିବିର

ଜଗତସିଂହପୁର/ପ୍ରିତିରଞ୍ଜନ ଦାସ:ଆଜି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ସ୍ଥିତ ନାଉଗାଁ ହାଟ କାଦମ୍ବିନୀ ମଣ୍ଡପ ରକ୍ତଦାନ ଶିବିର ତା -୦୭.୦୭.୨୦୨୨ ରିଖ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ମୁଖ୍ୟ ଅତିଥି ଭାବେ ମନୋଜ କୁମାର ଭୋଇ (ଜିଲ୍ଲା ପରିଷଦ ଅଧ୍ୟକ୍ଷ )ମଧୁସୁଦନ ସାହୁ…