ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଗଜପତି ଜିଲ୍ଲା ବିଜେଡି ତରଫରୁ ଜନ ସମ୍ପର୍କ ପଦଯାତ୍ରା ଆୟୋଜିତ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସମଗ୍ର ରାଜ୍ୟରେ ଯେଉଁ ବିକାଶର ଧାରା ଜାରି ରହିଛି ଏବଂ ଆଗାମୀ ଦିନରେ ଯେଉଁ ସବୁ…

ବିଜୁ ପଟ୍ଟନାୟକ କଲେଜ ପଡିଆରେ ଦଶହରା ଉପଲକ୍ଷେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିହପୁର ବ୍ଲକ ଅନ୍ତର୍ଗତ ଖଇରଙ୍ଗ ଗ୍ରାମ ପଞ୍ଚାୟତ ବିଜୁ ପଟ୍ଟନାୟକ କଲେଜ ପଡିଆରେ ଦଶହରା ଉପଲକ୍ଷେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ଅନୁଷ୍ଠିତ ହୋଇଛି l ଏଥିରେ ଜଗତସିଂହପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ତଥା ଓଡ଼ିଶା ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ…

ଏଥର ଆକର୍ଷଣୀୟ ମୂର୍ତ୍ତି ସହିତ ମେଢଓମଣ୍ଡପ କଲ୍ୟାଣସିଂହପୁର ରେ ଜଗତ୍‍ ଜନନୀ ମା’ ଦୁର୍ଗା ।

ପ୍ରଦିପଦଲାଇ ଙ୍କ ରିପୋର୍ଟ/ ଆଜି ଏକ ଗୌରବମୟ ଅତୀତକୁ ମନେ ପକାଇବା ସହିତ ନୂତନ ପ୍ରକାର ସାଜସଜ୍ଜାରେ ସଜେଇ ହୋଇଛି ମେଢ ଓ ମଣ୍ଡପ। ଆକର୍ଷଣୀୟ ତୋରଣ ସହିତ ମାଆଙ୍କ ଚତୁର୍ଦ୍ଧା ମୂର୍ତ୍ତି ଦେଖଣାହାରୀ, ଭକ୍ତ-ଶ୍ରଦ୍ଧାଳୁଙ୍କୁ ଭାବଭକ୍ତିରେ ତଲ୍ଲୀନ କରିଦେଉଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର…

ତିର୍ତ୍ତୋଲ ରେ ମୋବଇଲି ସୋରୁମ ଉଦଘାଟନ କଲେ ବିଧାୟକ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟକ- ପାରାଦ୍ୱୀପ ରାସ୍ତା ତିର୍ତ୍ତୋଲ ଠାରେ ଏକ ଅତ୍ୟାଧୁନିକ ସ୍ମାଇଲି ମୋବାଇଲି ସୋରୁମକୁ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଉଦଘାଟନ କରିଥିବା ଦେଖିବାକୁ ମିଳିଛି l ଏହି ବିଧାୟକ ଶ୍ରୀଯୁକ୍ତ ରାଉତରାୟ ଲକିଡ୍ର ଉଦଘାଟନ…

ଏଇ ସହକାର, ପୂଜା ସଂଖ୍ୟା ଲୋକାର୍ପିତ

କୃଷ୍ଣପ୍ରସାଦ: ମାନସିଂହ ସାହିତ୍ୟ ସଂସଦ ଦ୍ୱାରା ପ୍ରକାଶିତ ଇ-ପତ୍ରିକା "ଏଇ ସହକା", ପୂଜା ସଂଖାକୁ ମୁଖ୍ୟ ଅତିଥି ସାହିତ୍ୟିକ ଶ୍ରୀଯୁକ୍ତ ବିପିନବିହାରି ଦଳାଇ ଉନ୍ମୋଚନ କରିଛନ୍ତି । ଉନ୍ମୋଚିତ ଉତ୍ସବରେ ସଭାପତି ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା ପତ୍ରିକାର ଗୁଣାତ୍ମକ ମାନ ସମ୍ପର୍କରେ…

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ମଧ୍ୟରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ…

ଜିଲ୍ଲା ସ୍ତରୀୟ ୧୫୩ତମ ଗାନ୍ଧୀ ଜୟନ୍ତି ପାଳିତ

https://youtu.be/q-PpvB41Gx0 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତିର ଜନକ ମହାତ୍ମା ଗାନ୍ଧିଜୀଙ୍କ ୧୫୩ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ଉତ୍ସବ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ପାଳିତ ହୋଇଯାଇଛି। ଏହି…

ଶାରଦୀୟ ଦୁର୍ଗା ପୂଜା ଅବସରରେ ଉତ୍ସବ ମୁଖର ଓଡ଼ଗାଁ ଅଂଚଳ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଶକ୍ତି ଉପାସନାର ପୂଜା ହେଉଛି ଦୁର୍ଗାପୂଜା । ବିଭିନ୍ନ କୁଳାଚାର ମତରେ ଷୋଳଦିନ, ନଅଦିନ କିମ୍ବା ତିନିଦିନ ଧରି ଏହା ପାଳିତ ହୋଇଥାଏ । ଶରତ ରୁତୁର ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦା ଠାରୁ ଦେବୀଙ୍କ ପୂଜାର ଉପଯୁକ୍ତ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଳ ପକ୍ଷରେ…

ପଦ୍ମପୁର ଫେରିଲା ବିଜୟ ଙ୍କର ମରଶରୀର

https://youtu.be/kGVvwuSFtTU ଶ୍ରଦ୍ଧାଞ୍ଜଳୀ ପାଇଁ ବିଜେଡି ଅଫିସରେ ପାର୍ଥିବ ଶରୀର: ଆସନ୍ତା କାଲି ହେବ ଅନ୍ତିମ ସଂସ୍କାର ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଙ୍କର ପାର୍ଥିବ ଶରୀର ଆଜି ସନ୍ଧ୍ୟା ସମୟରେ ଏକ…

ମହାତ୍ମାଗାନ୍ଧୀ ଙ୍କ ୧୫୩ ତମ ଜନ୍ମ ଜୟନ୍ତୀ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ୧୫୩ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଥାନା ପରିସର ଓ ଗାନ୍ଧୀ ଛକଠାରେ ଥିବା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଜିଲ୍ଲାପାଳ ଙ୍କ…