ଆଇଟିସି ଲିମିଟେଡର ‘ୟିପି! ବେଟର ୱାର୍ଲଡ-ଟ୍ରାସ୍ ଟୁ ଟ୍ରେଜର’ ସଚେତନତା କାର୍ଯ୍ୟକ୍ରମ
ଏହି ପଦକ୍ଷେପ ଭାରତର ୧୦୦ରୁ ଅଧିକ ସହରରେ ୩୫ ଲକ୍ଷ ପିଲାଙ୍କୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ଶିକ୍ଷିତ କରିବାର ଲକ୍ଷ୍ୟ ରଖିଛି
ସଂଗୃହୀତ ଆବର୍ଜନା ରିସାଇକଲ କରାଯାଇ ସେଥିରୁ ପ୍ରସ୍ତୁତ ବେଞ୍ଚ-ଡେସ୍କ ସେଟ୍ ଏହି ଭିତ୍ତିଭୂମି ଆବଶ୍ୟକ କରୁଥିବା ସ୍କୁଲଗୁଡିକୁ ଯୋଗାଇ…