ବରିଷ୍ଠ ଆଇପିଏସ ଡି ଏସ୍ କୁଟ୍ଟେଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପୁଲିସ ମେଡ଼ାଲ୍
ଭିଜିଲାନ୍ସ କନେଷ୍ଟବଳ ପ୍ରହଲ୍ଲାଦ ରାଉତ ମଧ୍ୟ ପାଇବେ ରାଷ୍ଟ୍ରପତି ପୁଲିସ ମେଡାଲ୍
ଓଡ଼ିଶାର ୧୧ ଜଣ ପୁଲିସ କର୍ମଚାରୀଙ୍କୁ ପୁଲିସ ପଦକ
ଭୁବନେଶ୍ୱର(ଶାସକ ପ୍ରଶାସକ) : ୨୦୨୩ ପାଇଁ ରାଷ୍ଟ୍ରପତି ପୁଲିସ ମେଡାଲ ଘୋଷଣା କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଶାସନ…