ଠିକା କର୍ମଚାରୀଙ୍କ ଦରମା ବୃଦ୍ଧି କରାଯାଉ : ସଙ୍ଘ
ବିଦ୍ୟୁତ କର୍ମଚାରୀଙ୍କ ବନ୍ଧୁମିଳନ
ବାଙ୍ଗିରିପୋଷି/ଦିପୁ ମହାପାତ୍ର-ନେସ୍କୋ ପାଓ୍ବାର ଏମ୍ପ୍ଲୋଇଜ ୟୁନିଅନ ତରଫରୁ କଳାବାଡିଆ ଷ୍ଟ୍ରକଚର୍ ପଡିଆରେ ଉପଖଣ୍ଡ ସ୍ତରୀୟ ବୌଠକ ତଥା ବନ୍ଧୁମିଳନ ଉତ୍ସବ ଖୁବ୍ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇ ଯାଇଛି। ସଙ୍ଘର ଡେପୁଟି ଜେନେରାଲ ସେକ୍ରେଟାରୀ…