ବଢ଼ିଲା ବିଜେଡି ଜନ ସମ୍ପର୍କ ପଦଯାତ୍ରାର ଅବଧି : ଚାଲିବ ନଭେମ୍ବର ୧୫ ଯାଏଁ
ନଭେମ୍ବର ୧୫ ତାରିଖରେ ଜିଲ୍ଲାସ୍ତରରେ ସମସ୍ତ ଦଳୀୟ କର୍ମକର୍ତ୍ତା ଓ କର୍ମୀ ନେବେ "ସମୂହ ଶପଥ"
ଭୁବନେଶ୍ୱର : ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ଏକ ମାସ ବ୍ୟାପି ଜନସମ୍ପର୍କ ପଦଯାତ୍ରା ବିଭିନ୍ନ ପର୍ବପର୍ବାଣିପାଳନ କାରଣରୁ କେତେକ ସ୍ଥାନରେ ଏ ପଦଯାତ୍ରା…