ନିଶାସକ୍ତ ଅଵସ୍ଥା ରେ ମଦ୍ୟପ ହାଇସ୍କୁଲ ଶିକ୍ଷକ।

ବାଲେଶ୍ଵର, ସିମୁଳିଆ, ମଇତାପୁର (ଅକ୍ଷୟ କୁମାର ଜେନା) ସରକାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଏଥି ପ୍ରତି ଗୁରୁତ୍ବ ଦେଉଥିବା ବେଳେ। ମଦ ରାଜ୍ୟ ରେ ବହୁଳ ମାତ୍ରା ରେ ବ୍ୟବହାର ହେଉଥିବା ବେଳେ ଆଗାମୀ ଭବିଷ୍ୟ ଅନ୍ଧକାର ଆଡ଼କୁ ଗତି କରୁଛି। ଏମିତି ଏକ ସ୍ପର୍ଶ କାତର ଘଟଣା ମଇତାପୁର ଭାରତ…

ଦ୍ୱିତୀୟ ଅନ୍ତର୍ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଆୟୋଜିତ : ବିଦେଶୀ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ନୃତ୍ୟରେ ଦର୍ଶକ ବିଭୋର

https://youtu.be/QGHEL0R-REc ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନଗର ଭବନ ଠାରେ ପାରଳାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ର ଦ୍ଵାରା ଦ୍ୱିତୀୟ ଅନ୍ତର୍ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ…

ମହିଳା ସ୍ନାତକ ମହାବିଦ୍ୟାଳୟରେ ଦିବଂଗତ ଆଇନଜୀବି ରାମନାଥ ମିଶ୍ରଙ୍କ ବିୟୋଗରେ ଶୋକ ସଭା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ପାରଳାଖେମୁଣ୍ଡି ଅଞ୍ଚଳର ଜଣେ ଲୋକ ପ୍ରିୟ ଆଇନଜୀବି ରାମନାଥ ମିଶ୍ରଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁଙ୍କ…

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ସାହିତ୍ୟ ପାଠଚକ୍ର

ଛାତ୍ରଛାତ୍ରୀମାନଙ୍କୁ ମାତୃଭାଷାର ସୁରକ୍ଷା ଓ ଭାଷାଜ୍ଞାନର ଅଭିବୃଦ୍ଧି ଉପରେ ଗୁରୁତ୍ୱ ଭୁବନେଶ୍ୱର: ଓଡିଆ ଭାଷାପ୍ରତିଷ୍ଠାନ ଏବଂ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡିଆ ଭାଷା ସାହିତ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଭାଷା ପାଠଚକ୍ର ଆଜି ମହାବିଦ୍ୟାଳୟ…

ଇଣ୍ଡିଆନ୍ ପ୍ଲାଷ୍ଟିକ୍‌ସ ଫେଡେରେସନ ପକ୍ଷରୁ ଅନୁଷ୍ଠିତ ହେବ ଭାରତର ସର୍ବବୃହତ୍ ଆନ୍ତର୍ଜାତୀୟ ପ୍ଲାଷ୍ଟିକ୍ ପ୍ରଦର୍ଶନୀ

ଭୁବନେଶ୍ୱର : ପୂର୍ବାଂଚଳ ଭାରତରେ ପ୍ଲାଷ୍ଟିକ୍ ଶିଳ୍ପରେ ଅଭିବୃଦ୍ଧି ସୁଯୋଗଗୁଡିକୁ ସମର୍ଥନ କରିବା ପାଇଁ ଇଣ୍ଡିଆନ୍ ପ୍ଲାଷ୍ଟିକ୍‌ସ ଫେଡେରେଶନ (ଆଇପିଏଫ୍‌) ପକ୍ଷରୁ କୋଲ୍‌କାତାରେ ଆସନ୍ତା ୨୫ ନଭେମ୍ବରରୁ ୨୮ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଏହାର ତ୍ରୟିବାର୍ଷିକ ପ୍ରଦର୍ଶନୀ…

ନଭେମ୍ବର ୭ ରୁ ୯ ପର୍ଯ୍ୟନ୍ତ ଲଣ୍ଡନରେ ଅନୁଷ୍ଠିତ ହେବ ବିଶ୍ୱ ଟ୍ରାଭେଲ ବଜାର

ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀଙ୍କ ନେତୃତ୍ୱରେ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ଲଣ୍ଡନ ଗସ୍ତ । ପର୍ଯ୍ୟଟନ କ୍ଷେତ୍ରରେ ରହିଥିବା ସୁବିଧା ସୁଯୋଗ ସଂପର୍କରେ ବିଦେଶରେ ରାଜ୍ୟକୁ ଉପସ୍ଥାପନ କରିବାର ସୁଯୋଗ। ଭୁବନେଶ୍ୱର: ଚଳିତ ନଭେମ୍ବର ମାସ ୭ରୁ ୯ ତାରିଖ ପର୍ଯ୍ୟନ୍ତ ଲଣ୍ଡନ ସହରରେ ଅନୁଷ୍ଠିତ…

ଜିଓର ୫ଜି ସମାଧାନକୁ ଲଣ୍ଡନରେ ପ୍ରତିଷ୍ଠିତ “କ୍ଲାଉଡ୍ ନେଟିଭ୍ ଆୱାର୍ଡ’ ପ୍ରଦାନ

 ଏହି କୋର ନେଟ୍‌ୱର୍କ ସଲ୍ୟୁସନ୍ସରେ ପରିଚାଳିତ ହେବ ଜିଓର ୫ଜି ଭୁବନେଶ୍ୱର: ଲଣ୍ଡନରେ ଆୟୋଜିତ ୱାର୍ଲଡ୍ କମ୍ୟୁନିକେସନ ଆୱାର୍ଡର ୨୪ତମ ସଂସ୍କରଣରେ ଜିଓ ପ୍ଲାଟଫର୍ମ୍‌ସକୁ କ୍ଲାଉଡ୍ ନେଟିଭ୍ ଆୱାର୍ଡ ପ୍ରଦାନ କରାଯାଇଛି । ଟେଲିକମ୍ ଶିଳ୍ପରେ କାର୍ଯ୍ୟ କରୁଥିବା ଦେଶବିଦେଶର ପ୍ରତିଷ୍ଠିତ…

ଜଗତସିଂହପୁର ଡ୍ରାଇଭର ମହାସଂଘ ଦାବିପତ୍ର ଦାଖଲ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜନସାଧାରଣଙ୍କର ସଦୟ ଅବଗତି ନିମନ୍ତେ ସୂଚିତ କରୁଅଛୁ କି ଆମେ ଓଡିଶା ଡ୍ରାଇଭର ମହାସଂଘରେ ନଂ ୩୪୧/୧୨୦୨୧୦୦୦୪୧/୨୦୨୧/୨୦୨୨ ମାନ୍ୟବର ହାଇକୋର୍ଟଙ୍କ ସ୍ୱୀକୃତିପ୍ରାପ୍ତ ସଂଘ ରୂପେ ସଭା ରାଜ୍ୟରେ ୩୦ ଗୋଟି ଜିଲ୍ଲାରେ ଡ୍ରାଇଭର ଭାଇମାନଙ୍କୁ ନେଇ ସଂଗଠିତ…

ଅଗ୍ନି ବିପନ୍ନଙ୍କୁ ଭେଟିଲେ ବନ ବିଭାଗର ଅଧିକାରୀ

ଭଞ୍ଜନଗର : ଗତ ରବିବାର ଦିନ ଭଞ୍ଜନଗର ବ୍ଳକ ଅଧିନ ବାଲିଆପଟା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗ୍ରାମର ବନ ସୁରକ୍ଷା ସମିତି ସଭାପତି ଓ ଅନ୍ୟ ୧୧ ସଭ୍ୟ ସଭ୍ୟାଙ୍କ ଘର ଜଳି ପୋଡି ନଷ୍ଠ ହୋଇଯାଇଥିଲା। ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ସମେତ ତହସିଲଦାର ଏବଂ ବିଡ଼ିଓ ଘଟଣାସ୍ଥଳରେ ପହଞ୍ଚି ତ୍ବରିତ…

ବିଦ୍ୟୁତ ଆଘାତ ଯୋଗୁଁ ସୁରେନ୍ଦ୍ର ରାଉତଙ୍କ ମୃତ୍ୟୁ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଅଧିନସ୍ତ କୋଶୀଦା ଗ୍ରାମରେ ଏକ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଛନ୍ତି ସେହି ଗ୍ରାମରେ ବାସ କରୁଥିବା ସୁରେନ୍ଦ୍ର ରାଉତ ନାମଙ୍କ ଜଣେ ବ୍ୟକ୍ତି l ଘଟଣା ସୂତ୍ରରୁ ଜଣାପଡିଛି ସୁରେନ୍ଦ୍ର ରାଉତଙ୍କ ଘର କୋଶୀଦା ଗ୍ରାମରେ l ତାଙ୍କର ଗୋଟିଏ…