ନିଷିଦ୍ଧାଞ୍ଚଳରୁ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ସହ 10 ମତ୍ସ୍ୟଜୀବୀ ଗିରଫ

ରାଜନଗର:ପ୍ରକୃତିର ମନୋରମ ଭରା ଅନବେଦ୍ୟ ସୃଷ୍ଟି ପ୍ରକୃତିରାଣୀ ବିଶ୍ଵପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ତାର ବନ୍ୟ ଜୀବଜନ୍ତୁ, ଅଲିଭରିଡିଲେ କଇଁଛ ଓ କୁମ୍ଭୀର ପ୍ରଜନନ ପାଇଁ ପ୍ରସିଦ୍ଧ ଲାଭ କରିଛି |ସାମୁଦ୍ରିକ ଅଭୟାରଣ୍ୟ ଆଇନ 1972 ମାଧ୍ୟମରେ ଭିତରକନିକାକୁ ଅନ୍ତର୍ଭୁକ୍ତ କରାଯାଇ ବନ୍ୟ…

୧୨ଦଫା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

(ରେଢାଖୋଲ / ଶ୍ରୀୟାସ୍ମିତା ସାମଲ ) ୧୨ ଦଫା ଦାବିରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ରେଢାଖୋଲ ଶାଖା ପକ୍ଷରୁ ଆଜି ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏସ୍‌ୟୁସିଆଇର…

ପଦ୍ମପୁର ଉପନିର୍ବାଚନ ନିମନ୍ତେ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର- ଆଗାମୀ ପଦ୍ମପୁର ଉପନିର୍ବାଚନ ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ପୂର୍ବତନ ମନ୍ତ୍ରୀ ଶ୍ରୀ କିଶୋର ଚନ୍ଦ୍ର ପଟେଲ ଅଧ୍ୟକ୍ଷ ରହିଥିଲା ବେଳେ ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା ଆବାହକ ଭାବରେ ଓ…

ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ।

ନବରଙ୍ଗପୁର/ଅଶୋକ ସାହୁ : ନବରଙ୍ଗପୁର ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ସ୍ଥାନୀୟ ବାବାସାହେବ ଆମ୍ବେଡ୍ କର ଛକରୁ ଦୁର୍ନୀତି ନିବାରଣ ସମ୍ପର୍କିତ ଏକ ସଚେତନ ଶୋଭାଯାତ୍ରା ବାହାରି ମିଶନ ଶକ୍ତି ସଭା ଗୃହ ଯାଏଁ ପରିକ୍ରମା କରିଥିଲା ଏବଂ ଶୋଭାଯାତ୍ରା ପରେ ମିଶନ…

ବାଜିଲା ବିଗୁଲ , ଡିସେମ୍ବର ୫ ରେ ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ

ନଭେମ୍ବର ୧୦ ତାରିଖରେ ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଭୁବନେଶ୍ୱର : ଶେଷରେ ବାଜିଲା ବୀଗୁଲ ପଦ୍ମପୁର ଉପନିର୍ବାଚନ ପାଇଁ | ତାରିଖ ହେଲା ଘୋଷଣା। ଆଜି ନିର୍ବାଚନ କମିଶନ ଙ୍କର ଚିଠି ନମ୍ବର ECI/83/2022 ମାଧ୍ୟମରେ ଉପନିର୍ବାଚନ ଘୋଷଣା କରିଛନ୍ତି ।   ପୂର୍ବତନ ବିଧାୟକ ବିଜୟ…

ଶିଶୁ ମନ୍ଦିରରେ କଣ୍ଢେଇ ମେଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ କଣ୍ଢେଇ ମେଳା ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିରର ଶିଶୁ ବାଟିକା ପ୍ରମୁଖ ପ୍ରତିମା ସାହୁ ଓ ବିନତି ବାଡ଼ତ୍ୟାଙ୍କ ସଂଯୋଜନାରେ ଏହି ମେଳା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ…

ଅନ୍ଧାରରେ ଯାତ୍ରୀ ବିଶ୍ରାମଗାର : ଆଲୋକିକରଣ କରିବା ପାଇଁ ଦାବି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶାର ଦ୍ଵିତୀୟ ବୃହତମ ବ୍ଳକ ମୋହନା। ୩୯ଟି ପଞ୍ଚାୟତର ଶହଶହ ଅଧିବାସୀ ରାତି ପାହିଲେ ବିଭିନ୍ନ ସରକାରୀ ଓ ବେସରକାରୀ କାମରେ ଏଠାକୁ ଆସିଥାନ୍ତି। ଏଠାରୁ ଜିଲ୍ଲା ଓ ଜିଲ୍ଲା ବାହାରକୁ ବିଭିନ୍ନ କାମ ନେଇ ରାତିରେ ବସରେ ଯିବା ପାଇଁ ଲୋକେ…

ବ୍ଲକ୍ ସ୍ତରୀୟ ଶିଶୁମହୋତ୍ସବ ସୁରଭି ଖଇରା ବ୍ଲକ୍ ରେ ପାଳିତ

ଖଇରା ( ବୁଲୁ ଲେଙ୍କା): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ରେ ବ୍ଲକ୍ ସ୍ତରୀୟ ଶିଶୁମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି ଏଥିରେ ଅତିଥି ଭାବେ ଖଇରା ବ୍ଲକର ବି. ଡି.ଓ ପର୍ଶୁରାମ ପଣ୍ଡା ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ।ଏଥିରେ ବ୍ଲକରେ ଥିବା କ୍ଲଷ୍ଟର ରେ ପାଳିତ ହୋଇଥିବା ପ୍ରୋଗ୍ରାମ ରେ…

ଲୁଣା ଚିତ୍ରୋତ୍ପଳା ଅଂଚଳବାସୀଙ୍କ ବିକାଶ-ଉନ୍ନତି ଆରମ ଲକ୍ଷ୍ୟ : ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା

 ଗମନାଗମନ ସୁବିଧା ପାଇଁ ୪କୋଟି ରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ରାସ୍ତା କାର୍ଯ୍ୟ ପାଇଁ ଶିଳାନ୍ୟାସ କଲେ ବିଧାୟକ ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଲୁଣା ଚିତ୍ରୋତ୍ପଳା ଦ୍ୱୀପାଚଂଳ ଉନ୍ନତିରେ ଆଉ ଅଧ୍ୟାୟ ଯୋଡ଼ିହୋଇଛି ପୂର୍ବତନ…

ନେମାଳ ଜେ.ବି.ଏମ୍ କମ୍ପ୍ୟୁଟର ଏଜୁକେସନ ରେ ମୁରୁଜ ପ୍ରତିଯୋଗିତା

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ):ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଜେ.ବି.ଏମ୍ କମ୍ପ୍ୟୁଟର ଏଜୁକେସନ ନେମାଳ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଏକ ମୁରୁଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ରୀ ବର୍ଷାପ୍ରିୟଦର୍ଶିନୀ ମହାନ୍ତି, ଅଞ୍ଜଳି…