ଡ୍ରାଇଭର ମହାସଂଘ ତରଫରୁ 9ଦଫା ଦାବିପତ୍ର
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ଜନସାଧାରଣଙ୍କର ସଦୟ ଅବଗତି ନିମନ୍ତେ ସୂଚିତ କରୁଅଛୁ କି ଆମେ ଓଡିଶା ଡ୍ରାଇଭର ମହାସଂଘରେ ନଂ ୩୪୧/୧୨୦୨୧୦୦୪୧/୨୦୨୧/୨୦୨୨ ମାନ୍ୟବର ହାଇକୋର୍ଟଙ୍କ ସ୍ୱୀକୃତିପ୍ରାପ୍ତ ସଂଘ ରୂପେ ସଭା ରାଜ୍ୟରେ ୩୦ ଗୋଟି ଜିଲ୍ଲାରେ ଡ୍ରାଇଭର ଭାଇମାନଙ୍କୁ ନେଇ ସଂଗଠିତ…