ଭିଆଇ ପକ୍ଷରୁ ୫ଟି ସର୍କଲ ଗ୍ରାମୀଣ ବଜାରରେ ୩୦୦ ନୂଆ ୱି ସପ୍ସ ସହ ଖୁଚୁରା ଉପସ୍ଥିତିର ସମ୍ପ୍ରସାରଣ
ଭୁବନେଶ୍ୱର: ଭୋଡାଫୋନ୍ ଆଇଡିଆ ଲିମିଟେଡ୍ (ଭିଆଇ) ପକ୍ଷରୁ ଏହାର ବ୍ରାଣ୍ଡ୍ ଶୁଭାରମ୍ଭ ହେବା ପରଠାରୁ ସର୍ବବୃହତ ଖୁଚୁରା ସମ୍ପ୍ରସାରଣର ଯୋଜନା ପ୍ରସ୍ତୁତ କରାଯାଇଛି । ଉପ ଜିଲ୍ଲା ସ୍ତରରେ ନିଜର ଖୁଚୁରା ଉପସ୍ଥିତି ବଢ଼ାଇବା ଲାଗି ଭିଆଇ ପକ୍ଷରୁ ମହାରାଷ୍ଟ୍ର, ତାମିଲନାଡୁ, କେରଳ,…