ଦକ୍ଷତା ବୃଦ୍ଧି ତାଲିମ ଶିବିର ଗୋ ପାଳନ
ଜଗତସିଂହପୁର -ନାଉଗାଁ /ପ୍ରିତିରଞ୍ଜନ ଦାସ :ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ସ୍ଥିତ ନାଉଗାଁ ହାଟ କାଦମ୍ବିନୀ ମଣ୍ଡପ ଠାରେ ପ୍ରାଣୀ ଚିକତ୍ସାଳୟ ଆନୁକୂଲ୍ୟରେ ଗୋ ପାଳନ କରୁଥିବା ଚାଷୀ ମାନଙ୍କୁ ନେଇ ଏକ ତିନି ଦିବାସୀୟ ତାଲିମ ଶିବିର ତା -୧୪,୧୧,୨୦୨୨ ରିଖ ସୋମବାର ଦିନ ଅନୁଷ୍ଠିତ ହୋଇ…