ନୟାଗଡ଼ ଜିଲ୍ଲାର ଅନ୍ୟତମ ଆକର୍ଷଣ ‘ବରକନ୍ୟା ଝରଣା’
ନୟାଗଡ଼(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବୁଢ଼ା ବୁଢିଆଣୀ ବନ୍ଧ ଠାରୁ ଦକ୍ଷିଣକୁ ଓସ୍ତିଆ ମାଳ ଗ୍ରାମଦେଇ ଗଡଗାଁର ନିହଲପ୍ରସାଦ ନିକଟରେ ପ୍ରାକୃତିକ ଶୋଭାରାଜିରେ ଭରପୂର 'ବରକନ୍ୟା ଝରଣା' ଏବେ ସବୁରି ମନ ମୋହିବାରେ ଲାଗିଛି । ବୁଢ଼ା ବୁଢିଆଣୀ ବନ୍ଧର ଦକ୍ଷିଣ ପାର୍ଶ୍ବ ଠାରୁ…