ଚୁଲି ମୁଣ୍ଡକୁ ଆଉ ଏକ ଜୋର ଝଟକା : ବଢ଼ିଲା ଜାଳେଣି ଗ୍ୟାସ ଦର
ନୂଆଦିଲ୍ଲୀ:ଜାତୀୟ ରାଜଧାନୀର ଗ୍ୟାସ ବ୍ୟବହାରକାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ଏକ ଝଟକା | ଉଚ୍ଚ ମୁଦ୍ରାସ୍ଫୀତି ଚାପରେ ଗ୍ରାହକଙ୍କ ମୁଣ୍ଡରେ ଗୋଟେ ବୋଝ ଲଦିଦେଇ ତୈଳ ମାର୍କେଟିଂ କମ୍ପାନୀଗୁଡିକ (ଓଏମସି) ଆଜି (ବୁଧବାର, 1 ମାର୍ଚ୍ଚ 2023) ଠାରୁ ରାଜଧାନୀରେ ଉଭୟ ବ୍ୟବସାୟିକ…