କେନ୍ଦୁପତ୍ର ଶ୍ରମିକଙ୍କୁ ଧମକାଉଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉ :- ସାଂସଦ ନିରଞ୍ଜନ ବିଶି
https://www.youtube.com/watch?v=gAOLYc8uADk
ବରଗଡ଼ :- ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲ ବ୍ଲକ ଟେମରି ଗ୍ରାମର କିଛି ପତ୍ରତୋଳାଳୀ ଓ ଗ୍ରାମବାସି ମାନେ ପାଇକମାଲ ଥାନା ଅଧିକାରୀ ଙ୍କର ନିକଟରେ ଅଭିଯୋଗ କରିଥିଲେ ଯେ ଦୁଇ ଜଣ ବିଭାଗୀୟ କର୍ମଚାରୀ ତାଙ୍କୁ ପ୍ରଲୋଭନ…