ତୃତୀୟ ପ୍ରଫୁ୍ଲ୍ଳ ପ୍ରହରାଜ ସ୍ମାରକୀ ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍ଯାପିତ
ରାଉରକେଲା /ସାରନଗରୀ,(ବସନ୍ତ କୁମାର ଜେନା):ଦକ୍ଷିଣ ରାଉରକେଲାସ୍ଥିତ ତାରାପୁର ଫିଲଟର ହାଉସ କଲୋନୀ ପଡ଼ିଆ ଠାରେ ବାବାମଣି ସୋସିଓ କଲଚରାଲ କ୍ଲବ ଆନୁକୂଲ୍ୟରେ ତୃତୀୟ ପ୍ରଫୁଲ୍ଲ ପ୍ରହରାଜ ସ୍ମାରକୀ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ସୁପର…