କିଟ୍ରେ ଆର ଏଣ୍ଡ ଡି କନକ୍ଲେଭ୍ ୨୦୨୨ ଅନୁଷ୍ଠିତ
ଭୁବନେଶ୍ୱର: କିଟ୍ର ରୌପ୍ୟଜୟନ୍ତୀ ପାଳନ ପରିପ୍ରେକ୍ଷୀରେ କିଟ୍ ବାୟୋଟେକ୍ନୋଲୋଜି ସ୍କୁଲ୍ ପକ୍ଷରୁ ଆଣ୍ ଆଣ୍ଡ ଡି କନ୍କ୍ଲେଭ୍ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପଦ୍ମଶ୍ରୀ ପ୍ରଫେସର ଏ. କେ ସୁଦ୍…