ଖୋଲିଲା ଅପହରଣର ଗୁମର :ୠଣ ଯନ୍ତାରୁ ମୁକୁଳିବାକୁ ରଚିଥିଲା ଚକ୍ରାନ୍ତ
ଅପହରଣ ପ୍ରତିବଦଳରେ ଅମ୍ରିତର ବାପାଙ୍କ ଠାରୁ ୧୦ଲକ୍ଷ୍ୟ ଟଙ୍କା ପାଇବାକୁ କରିଥିଲେ ମସୁଧା,
ଅସୁଲ ଅର୍ଥରୁ ସୁନିଲର ଭାଗ ପାଇଁ ରହିଥିଲା ସର୍ତ୍ତ, ଅଭିଯୁକ୍ତ ଗଲେ ଜେଲ ହାଜତକୁ
ଓଡଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନା କୁରାଳ ଅମ୍ରିତ ଅପହରଣ ଘଟଣା ଆଜକୁ ୭ ଦିନ ଧରି…