ମହାଡ଼ମ୍ବରରେ କନବାଗେରୀ ମଣ୍ଡଳୀରେ ବିଜୟ ଯାତ୍ରା ଓ ପୁନରୁଥାନ ଦିବସ ପାଳିତ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ବିଜୟ ଯାତ୍ରା ଓ ପୁନରୁଥାନ ପର୍ବକୁ ନେଇ ଉତ୍ସାବ ମୁଖର ସମଗ୍ର କନ୍ଧମାଳ ଜିଲ୍ଲା ଓ ସଂଖ୍ୟା ଲଘୁ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ I ଏହାକୁ ନେଇ କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ସ୍ଥିତ କନବାଗେରି ଉତ୍ତର ଭାରତ ମଣ୍ଡଳୀ ଠାରେ ଆଜି ଖ୍ରୀଷ୍ଟ ଧର୍ମାବଲମ୍ଭିଙ୍କ…