ଡ.ବି.ଆର.ଆମ୍ବେଦକରଙ୍କ ଜୟନ୍ତୀ ପାଳନ
ବରଗଡ:-ବରଗଡ ସହରର ରେନବୋ ପବ୍ଲିକ ସ୍କୁଲ ପରିସରରେ ବରଗଡ ଜିଲ୍ଲାସ୍ତରୀୟ ଡାକ୍ତର.ବି.ଆର.ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।ଏହି ଅବସରରେ ସକାଳ ୮ ଘଟିକା ସମୟରେ ବରଗଡ ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ କୋର୍ଟ ପରିସରରେ ଥିବା ଡ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି…