ଡ଼ଃ ବି. ଆର. ଆମ୍ବେଦକରଙ୍କ ୧୩୨ଜନ୍ମ ଜୟନ୍ତୀ ପାଳିତ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ -ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ. ବାଵାସାହେବ ଭୀମାରାଓ ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ ରାୟଗଡ ଜିଲ୍ଲା କାଶୀପୁର ବ୍ଲକ ତୋଟାଗୁଡା ଗ୍ରାମରେ ଡ଼ଃ ବି. ଆର. ଆମ୍ବେଦକର ମିଶନ ଚାରିଟେବୁଲ ଟ୍ରାଷ୍ଟ ଏବଂ ସମସ୍ତେ କାଶୀପୁର ବ୍ଲକ ଅଞ୍ଚଳ ବାସୀମାନେ…