ଡଟ୍ ଫେଷ୍ଟ ଫ୍ଲି ର ମାର୍କେଟରେ ଅଂଶଗ୍ରହଣ କରିବେ ୧୨୦ରୁ ଅଧିକ କଳାକାର

ଭୁବନେଶ୍ୱର:   ଏଫ୍ଆଇଏଚ୍ ମେନ୍ସ ହକି ୱାର୍ଲ୍ଡକପ୍ ସମୟରେ ଭୁବନେଶ୍ୱରରେ ପାର୍ବଣର ଏକ ପର୍ବ ସୃଷ୍ଟି କରିବା ପାଇଁ ଡଟ୍ ଫେଷ୍ଟ୍ର ୨ୟ ସଂସ୍କରଣ ଆସନ୍ତା ଜାନୁଆରୀ ୧୫ରୁ ୨୯ ତାରିଖ ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା ରେ ପ୍ରଥମ ଥର ପାଇଁ ନାଇଟ୍…

ବିନ୍ଧ୍ୟ ଗିରୀବାସୀ ବିଂଝାଲ ସମାଜର ନୂତନ କର୍ମକର୍ତା

ମେଲଛାମୁଣ୍ଡା,(ମନୋଜ ଭୋଇ)-ପଦ୍ମପୁର ବ୍ଳକ ଅର୍ନ୍ତଗତ ଗଂଜାଗଡା ଗ୍ରାମରେ ସର୍ବ ଭାରତୀୟ ସ୍ୱାଳାଖ ବିନ୍ଧ୍ୟ ଗିରୀବାସୀ ବିଂଝାଲ ସମାଜ ରାଜବୋରାସମ୍ବର ବାରଭାଇ ବେଂଟକାର ସଂଘର ନୂତନ କର୍ମକର୍ତା ଚୟନ ସମାବେସ ଅନୁଷ୍ଠିତ ହୋଇଯାଇଛି । ଜୋନ ସଭାପତୀ ଶ୍ୟାମସୁନ୍ଦର ବରିହାଙ୍କ ଅଧ୍ୟକ୍ଷତାରେ…

ଟାଳ ଗଣେଶ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଟାଳ ଗ୍ରାମରେ ଗଣେଶ ପୂଜା କମିଟି ଦ୍ୱାରା ନବ ନିର୍ମିତ ଗଣେଶ ମନ୍ଦିରର ପ୍ରତିଷ୍ଠା ଉତ୍ସବ ସୋମବାର ସଂଧ୍ୟାରେ କଳସ ଯାତ୍ରା ସହ ଆରମ୍ଭ ହୋଇଯାଇଛି । ଅମୃତଲାଲ ହୋତା, ଅଚ୍ୟୁତ ହୋତା, ବିଜୟ ହୋତା, ଦାଶରଥି ହୋତା, ସଚିପତୀ ହୋତା ପ୍ରମୁଖ…

ଦୁଇଟି ଅଚିହ୍ନା ଶବକୁ ସମ୍ମାନର ସହ ସତ୍କାର କଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର,: ଭୁବନେଶ୍ୱର, ଚନ୍ଦକା ପୋଲିସ ଷ୍ଟେସନରୁ ଖବର ପାଇବା ପରେ ଦୁଇଟି ଅଚିହ୍ନା ଶବ ସତ୍କାର ପାଇଁ ଆଜି ସମସ୍ତ ସହାୟତା ଯୋଗାଇଛି ଓଡ଼ିଶା-ମୋ ପରିବାର । ସୂଚନାଯୋଗ୍ୟ, ଗତ ଜାନୁଆରୀ ୮ତାରିଖରେ ଚନ୍ଦକାରେ ଥିବା ଏକ ସ୍ଵେଚ୍ଛାସେବୀ ସଂଗଠନ ଓଡ଼ିଶା ପତିତା ଉଦ୍ଧାର ସମିତିରେ ରହୁଥିବା ୨ ଜଣ…

ବିଦାୟୀ ବର୍ଷରେ ଉଠା ଜଳସେଚନ ବ୍ୟବସ୍ଥା ମାଧ୍ୟମରେ ଜଳସେଚନ

• ୧୪ ,୦୭୪ ଟି ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ • ନୂଆ ୨୮୪୪ ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ମଂଜୁର • ୧ ଲକ୍ଷ ୪ ହଜାର ୪୦୭ ହେକ୍ଟର ଜମିକୁ ଜଳସେଚନ କ୍ଷମତା ସୃଷ୍ଟି • ପାଣି ପଂଚାୟତ ସଦସ୍ୟ ସଦସ୍ୟାମାନଙ୍କୁ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ • ଉଲ୍ଲେଖନୀୟ ସଫଳତା…

ଗୋଠବଣ ସଙ୍ଗଠିତ ଡକାୟତି ଘଟଣା: ଆସାମୀକୁ ୧୪ ବର୍ଷ କାରାଦଣ୍ଡାଦେଶ ସହିତ ୧୬ ହଜାର ଟଙ୍କା ଜୋରିମାନା

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଗୋଠବଣ ଗ୍ରାମରେ ୨୦୧୯ ମସିହା ଅଗଷ୍ଟ ମାସ ୮ ତାରି ୧୧.୩୦ମିନିଟ ସମୟରେ ସଂଗଠିତ ଡକାୟତି ଘଟଣାର ଆଶାମିକୁ ୧୪ ବର୍ଷ ଶଶ୍ରମ କାରାଦଣ୍ଡାଦେଶ ସହିତ ୧୬ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦୈାରା ଜଜ ଶିବାଶିିସ ଗିରି ଏବଂ ଜରିମାନା…

ବାଲ ମୁକୁନ୍ଦ କେନ୍ଦ୍ର ପ୍ରୟାସ ଦ୍ୱାରା ରସିକରାଜପୁର ଓ ବିଡୁଆ ଗ୍ରାମ ଠାରେ ବାଲ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଲ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ବିଭିନ୍ନ ଶିକ୍ଷା ଏବଂ ଆଧ୍ୟାତ୍ମିକ ଅନୁଷ୍ଠାନମାନଙ୍କ ବାଲ ସଂସ୍କାର କେନ୍ଦ୍ରର ସଂଯୋଜକ ମାନଙ୍କୁ ଯୋଗାଯୋଗ କରି ବାଲ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ ବିଭିନ୍ନ ଅଞ୍ଚଳକୁ ଯାଇ ଗ୍ରାମର…

ଆଶ୍ରମପାଟଣା ଭଲି ବଲ ୨୦୨୩ ବର୍ଷପାଇଁ ହେବାକୁଥିବା ଟୁର୍ନାମେଣ୍ଟର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜଗତସିଂହପୁର,/ସୁମନ୍ତକୁମାରଦାସ:  ଆଶ୍ରମ ପାଟଣା ଭଲିବଲ ୟୁନିୟନର ୨୦୨୩ ବର୍ଷପାଇଁ ହେବାକୁଥିବା ଟୁର୍ନାମେଣ୍ଟର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ମାନ୍ୟବର ବିଧାୟକ, ଜଗତସିଂହପୁର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସହମତିରେ ଉକ୍ତ ବୈଠକ ରେ ଯୋଗଦେଇଥିଲେ ୟୁନିୟନର ମୁଖ୍ୟ…

ବିଶ୍ୱକୁ ଯୋଡିବା ପାଇଁ ଶିକ୍ଷା ହିଁ ସର୍ବୋକୃଷ୍ଟ ମାଧ୍ୟମ – ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଚୌଧୁରୀ ଆର ଏନ ବିଦ୍ୟାପୀଠ ଭେଡାର ପ୍ଲାଟିନମ ଜୁବଲ୍ଲୀ ଜୟନ୍ତୀ ଉଦଘାଟିତ  ମାହାଙ୍ଗା/ଦେବେନ୍ଦ୍ର ଷଡ଼ଙ୍ଗୀ-ବିଶ୍ୱକୁ ଯୋଡିବା ପାଇଁ ଶିକ୍ଷା ହିଁ ସର୍ବୋକୃଷ୍ଟ ମାଧ୍ୟମ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଐତିହାସିକ ଗାନ୍ଧୀ ଭୂମି ଭେଡା ଠାରେ ବିଦ୍ୟାର୍ଥୀ…

କୁହୁଣ୍ଡାରେ ଉଦଘାଟିତ ହେଲା କୁଣ୍ଡି ସୋସାଇଟିର ଧାନମଣ୍ଡି

ମାହାଙ୍ଗା -ଦେବେନ୍ଦ୍ର ଷଡ଼ଙ୍ଗୀ) : କୁଣ୍ଡି ସେବାସମବାୟ ସମିତି ଅଧୀନରେ ଥିବା କୁଣ୍ଡି, ସାହାପୁର, ମଧୁପୁର, କୁହୁଣ୍ଡା, ମୂଳବସନ୍ତ ପଞ୍ଚାୟତର ଚାଷୀ ମାନଙ୍କ ପାଇଁ ଆଜି କୁହୁଣ୍ଡା ଠାରେ ଏକ ଧାନମଣ୍ଡି ଉଦଘାଟିତ ହୋଇଯାଇଛି l କୁଣ୍ଡି ସେବା ସମବାୟ ସମିତିର ସଭାପତି ଅଖିଳେଶ ପଦ ମହାନ୍ତି ଏହି…