ମେଲଛାମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳନ

ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୟୁତ ରେଡକ୍ରସ ତରଫରୁ ଅଧ୍ୟକ୍ଷ ବିନୋଦ ବିହାରି ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଜାତୀୟ ଯୁବ ଦିବସ ପାଳନ କରାଯାଇଛି । ଏହି ଅବସରରେ ୟୁଡ ରେଡକ୍ରମ କାଉନସେଲର ଅଧ୍ୟାପକ ଭୂପତୀ କାଲୋ…

ବେଦାନ୍ତ ଝାରସୁଗୁଡ଼ା ପକ୍ଷରୁ ପୁରୁଷ ଏଫଆଇଏଚ ହକି ବିଶ୍ୱ କପ ୨୦୨୩ ଉପଲକ୍ଷେ ଉତ୍ସାହୀ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜିତ

ଝାରସୁଗୁଡା/ଭୁବନେଶ୍ୱର :- ଭାରତର ବୃହତ ଆଲୁମିନିୟମ ଉତ୍ପାଦକ, ବେଦାନ୍ତ ଆଲୁମିନିୟମ ଓଡ଼ିଶାରେ ଆୟୋଜିତ ପୁରୁଷ ଏଫଆଇଏଚ ହକି ବିଶ୍ୱ କପ ୨୦୨୩ ପୂର୍ବରୁ ବନ୍ଧୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଂଟରେ କ୍ରୀଡ଼ା ପ୍ରେମୀମାନଙ୍କୁ ଉତ୍ସାହିତ କରିବା ଲାଗି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସହିତ ସହଭାଗୀ…

ସୀମାନ୍ତ ଅଞ୍ଚଳରେ ପୋଲିସ ର ଚଢାଇ

ବିପୁଳ ମାତ୍ରାରେ ଦେଶୀ ଓ ବିଦେଶୀ ମଦ ଜବତ ଧରା ପଡ଼ି ଜେଲଗଲା ମଦ ବ୍ୟବସାୟୀ ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅଧିକାରୀ ଙ୍କୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ , ପାଇକମାଲ ବ୍ଲକ ଭୁବନେଶ୍ୱରପୁର ନିକଟବର୍ତ୍ତୀ ଯୋଗେନ୍ଦ୍ରନାଥପୁର ଗ୍ରାମରେ ଅବୈଧ ଭାବରେ ମଦ…

ସ୍ବାମୀ ବିବେକାନନ୍ଦ ୟୁଥକ୍ଲବରେ ସ୍ୱାମୀ ବିବେକାନନ୍ଦଙ୍କ ୧୬୦ତମ ଜୟନ୍ତୀ ପାଳିତ

ଜଗତସିଂହପୁର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆହ୍ବାନ କ୍ରମେ ଓ ଓଡ଼ିଶା ମୋ ପରିବାର ର ଆବାହକ ଶ୍ରୀଯୁକ୍ତ ଅରୁପ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଅଠରବାଙ୍କୀ ବିଜୟଚନ୍ଦ୍ର ପୁର ସ୍ବାମୀ ବିବେକାନନ୍ଦ ୟୁଥକ୍ଲବରେ ଯୁବ ଦିବସ ତଥା ବିବେକାନନ୍ଦଙ୍କ ୧୬୦ତମ ଜୟନ୍ତୀ ପାଳିତ ହୋଇଯାଇଅଛି । ଏହି…

ଓଡିଶା ଉଠା ଜଳସେଚନ ନିଗମ ଉପଦେଷ୍ଟା ଭାବେ ପ୍ରମୋଦ କୁମାର ପାଢୀଙ୍କ ଯୋଗଦାନ

ଭୁବନେଶ୍ୱର- ଓଡିଶା ଉଠା ଜଳ ସେଚନ ନିଗମର ଉପଦେଷ୍ଟା ଭାବେ ଶ୍ରୀପ୍ରମୋଦ କୁମାର ପାଢୀ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଶ୍ରୀ ପାଢୀଯୋଗଦାନ ସମୟରେ ଓଏଲଆଇସିର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବାଲେଶ୍ୱର ନାଥ ସାହୁ, ନିଗମର ବିତ୍ତ ଉପଦେଷ୍ଟା…

ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଉମରକୋଟ - ଉମରକୋଟ ରେ ଉପଖଣ୍ଡ ସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଆୟଜନ କରାଯାଇଥିଲା। ତହସିଲଦାର ଏନ୍ ଜଗତ ଜିବନ ଚୌଧୁରୀଙ୍କ ଅଧକ୍ଷତା ରେ ବୈଠକ ଅନୁଷ୍ଠିତ ହେଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପୌରଦକ୍ଷା ରାଧା ଭତ୍ର।, ବ୍ଲକ୍…

ଡଟ୍ ଫେଷ୍ଟରେ ଅୟୋଜିତ ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବରେ ମିଳିବ ୧୬ଟି ଦେଶର ଖାଦ୍ୟ

ଭୁବନେଶ୍ୱର: ଆଗାମୀ ଡଟ୍ ଫେଷ୍ଟରେ ଭୁବନେଶ୍ୱର ସମେତ ସାରା ଓଡିଶାବାସୀ ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବ ମାଧ୍ୟମରେ ପାଇ ପାରିବେ ଏକ ଅନନ୍ୟ ଅନୁଭୂତି । ଆସନ୍ତା ଜାନୁଆରୀ ୧୫ରୁ ୨୯ ତାରିଖ ୨୦୨୩, ପର୍ଯ୍ୟନ୍ତ ସହରର ଖାଦ୍ୟପ୍ରେମୀମାନେ ୧୬ଟି ଦେଶ ଓ ଭାରତର ୨୪ଟି ରାଜ୍ୟର ସୁସ୍ୱାଦୁ ଖାଦ୍ୟର ମଜା…

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡିଙ୍କୁ ଶିକ୍ଷାଭାରତୀ ସମ୍ମାନ

ଭୁବନେଶ୍ୱର,: ସର୍ବଭାରତୀୟ ଶିକ୍ଷା ସଂସ୍ଥା, ସେଂଟର ଫର୍ ଏକ୍ସଲେନ୍ସ ଡେଭେଲପମେଂଟ (ସିଇଡି) ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ ନାୟକଙ୍କୁ ଶିକ୍ଷା ଭାରତୀ ସମ୍ମାନ ପ୍ରଦାନ କରାଯାଇଛି । ଉତରପ୍ରଦେଶ ଗୁରୁଗ୍ରାମ ଠାରେ ଆୟୋଜିତ ଏକ…

ସୁନ୍ଦରଗଡ଼ ମାସନ୍ନିକାନୀ ଟୋଲଗେଟ ଠାରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଅନୁଷ୍ଠିତ

ସୁନ୍ଦରଗଡ(ବସନ୍ତ କୁମାର ଜେନା): ମାସ୍ନିକାନି ଟୋଲ୍ ଗେଟ୍ ଠାରେ ସମ୍ବଲପୁର ରୁଟ ଅଫିସର୍ ଶ୍ରୀ ମନୋଜ ପଟ୍ଟନାୟକ ଙ୍କ ନେତୃତ୍ୱରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଅନୁଷ୍ଠିତ ହୋଇଯାଇଛି ! ଏହି ସଚେତନ କର୍ମଶାଳାରେ ଇନଡିପେଣ୍ଡ ଇଂଜିନିୟର ଶ୍ରୀ ଜଗନ୍ନାଥ କୁମାର, ଏଲ୍ ଆଣ୍ଡ ଟି ର ପ୍ରୋଜେକ୍ଟ…

ଜିଲ୍ଲାସ୍ତରୀୟ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ ଗଜପତିରେ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଜିଲ୍ଲା ଟାସ୍କ ଫୋର୍ସ- ବାଲ୍ୟବିବାହ ନିରୋଧ ,…