ଘେଁସ ବନ ବିଭାଗର ମିଳିତ ଚଢାଉ

ରପ୍ତାନି ଅପେକ୍ଷାରେ ଥିବା ବିପୁଲ ପରିମାଣର କାଠ ଗଣ୍ଡି ସହ ଟ୍ରକ ଜବତ ମେଲଛାମୁଣ୍ଡା,(ମନୋଜ ଭୋଇ)- ଘେଁସ ରେଂଜ ଅଧିନସ୍ଥ ବିଜେପୁର ସେକସନ ଅର୍ନ୍ତଗତ ଲାଉମୁଣ୍ଡା ଗ୍ରାମର ଜୈନେକ କାଠ ମାଫିଆର ଘରେ ଚଢାଉ କରି ବାଡି ପଡେ ରପ୍ତାନି ଅପେକ୍ଷାରେ ଥିବା ବିପୁଲ ପରିମାଣର କାଠ ସହ ଏକ ଟ୍ରକକୁ ଜବତ…

ମେଲଛାମୁଣ୍ଡା ବିଜେଡିର ଗଣଧାରଣା

ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡା ବିଜୁ ଜନତା ଦଳର ତରଫରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରାଜ୍ୟର ଗରିବ ପରିବାରଙ୍କୁ ମୁଣ୍ଡ ପିଛା ୫ କେ.ଜି. ଚାଉଳ ଯୋଗାଣରୁ ବଂଚିତ କରାଯାଇଥିବା ନିଷ୍ପତି ବିରୋଧରେ ବୁଧବାର ଦିନ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣ ଦିଆଯାଇଛି । ବିଜେଡି…

ସହୀଦଙ୍କ ସ୍ମୃତିରେ କ୍ୟାଣ୍ଡଲ ଶୋଭାଯାତ୍ରା

ମେଲଛାମୁଣ୍ଡା,(ମନୋଜ ଭୋଇ)- ମେଲଛାମୁଣ୍ଡା ୟୁଥ କ୍ଳବ ଆନୁକୁଲ୍ୟରେ ପୁଲଓାମା ବୋମା ବିଷ୍ପରଣରେ ସହୀଦ ହୋଇଥିବା ବୀର ଜବାନଙ୍କ ସ୍ମୃତି ଉଦେଶ୍ୟରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ମଙ୍ଗଲବାର ରାତିରେ ଅନୁଷ୍ଠିତ ହୋଇଯାଇଛି । ୟୁଥ କ୍ଳବର ସଦସ୍ୟ ସବୁ ହାତରେ କ୍ୟାଣ୍ଡର ଧରି ସହୀଦଙ୍କ ଉଦେଶ୍ୟରେ…

ପୁର୍ବତନ ପେକ୍ସ ସମ୍ପାଦକଙ୍କ ଅକାଳ ବିୟୋଗ

ମେଲଛାମୁଣ୍ଡା,(ମନୋଜ ଭୋଇ)- ମେଲଛାମୁଣ୍ଡାସ୍ଥିତ ପ୍ୟାକ୍ସର ପୂର୍ବତନ ସମ୍ପାଦକ ତଥା କନସିଂହା ବାସିନ୍ଦା ଘନଶ୍ୟାମ ଶତପଥୀଙ୍କ ଅକାଳ ବିୟୋଗ ଘଟିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହେଉଥିଲା । ତାଙ୍କ ବିୟୋଗ ଖବର ପ୍ରଚାରିତ ହେଲା ପରେ ଉଭୟ ମେଲଛାମୁଣ୍ଡା ଏବଂ କନସିଂହା ଗ୍ରାମରେ ଶୋକର…

କିଟରେ ମେଗା ରକ୍ତଦାନ ଶିବିର: ରେକର୍ଡ ସଂଖ୍ୟକ ୪ହଜାର ୩0 ୟୁନିଟ୍‍ ରକ୍ତ ସଂଗ୍ରହ

ଭୁବନେଶ୍ୱର : କିଟ୍‍ର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ନଭେମ୍ବର୧୬ରୁ ଦୀର୍ଘ ତିନିମାସ ଧରି ରୌପ୍ୟଜୟନ୍ତୀ ‘ସଏଲ୍‍ ଟୁ ସିଲଭର’ ପାଳନ ଅବସରରେ ଫେବୃଆରୀ ୧ ତାରିଖରୁ କିଟ୍‍ କାର୍ଣ୍ଣିଭାଲ୍‍ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି ପରିପେକ୍ଷୀରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ…

ସଠିକ ସମୟରେ ଚିହ୍ନଟ ଓ ଚିକିତ୍ସା କରାଗଲେ ଶିଶୁମାନଙ୍କ କ୍ୟାନ୍‌ସର ଭଲ ହେବ: ବିଶେଷଜ୍ଞ

ଭୁବନେଶ୍ୱର: ଆଗୁଆ ରୋଗର ଚିହ୍ନଟ ହୋଇପାରିଲେ କ୍ୟାନ୍ସରରେ ଆକ୍ରାନ୍ତ ଶିଶୁମାନଙ୍କର ସଫଳତାର ସହ ଚିକିତ୍ସା କରାଯାଇପାରିବ ବୋଲି ବୁଧବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପେଡିଆଟ୍ରିକ ଅଙ୍କୋଲୋଜି ଆଣ୍ଡ ହେମାଟୋଲୋଜି ୟୁନିଟର ମୁଖ୍ୟ ପ୍ରଫେସର (ଡାକ୍ତର)…

ପ୍ରାବନ୍ଧିକ ଶ୍ୟାସୁନ୍ଦର ରାଜଗୁରଙ୍କ ୧୫୮ତମ ଜୟନ୍ତୀ ପାଳନ

ପାରଳଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ରାଜ୍ୟ ସ୍ତରୀୟ ଶ୍ୟାମସୁନ୍ଦର ରାଜଗୁରୁ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ହିତୈଷିଣୀ ସମାଜ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଦସ୍ୟ…

ଇ ଏସ ସି ସି ସ୍ପଟିଙ୍ଗ ଜର୍ଜଗଡ଼ ୨୭ତମ କ୍ରିକେଟ କପ : ଅତରଲ୍ଲା ଚମ୍ପିୟାନ

ପାଇକମାଳ,: ପାଇକମାଳ ବ୍ଲକ ନୃସିଂହନାଥ ହାଇ ସ୍କୁଲ ଖେଳ ପଡିଆରେ ଇ ଏସ ସି ସି ସ୍ପଟିଙ୍ଗ ଜର୍ଜଗଡ଼ ୨୭ତମ କ୍ରିକେଟ କପ ଫାଇନାଲ ଖେଳ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ଖେଳ ପାଇକମାଳ ଦମକଳ ବିଭାଗ ଟିମ ଓ ଅନ୍ତରଲା ମଧ୍ୟରେ ହୋଇଥିଲା । ଦମକଳ ଦଳ ଟସ ଜିଣି ବ୍ୟାଟିଂ କରି ନିର୍ଧାରିତ ୮ଓଭର…

ଗୋପାଳପୁର ମାଣ୍ଡିଆ ପଲ୍ଲୀରେ ମୋଟର ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ତିନି ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା  ଭୁବନେଶ୍ବର : ଗତ କାଲି ଗଞ୍ଜାମ ଜିଲ୍ଲା ଗୋପାଳପୁରର ମାଣ୍ଡିଆପଲ୍ଲୀରେ ମୋଟର ଦୁର୍ଘଟଣାରେ ତିନିବ୍ୟକ୍ତି ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ…

ଜୟନାରାୟଣଙ୍କୁ ତୁରନ୍ତ ବିରୋଧିଦଳ ନେତା ପଦରୁ ହଟାଉ ବିଜେପି: ବିଜେଡି

 କର୍ତ୍ତବ୍ୟରତ ମହିଳା ପୁଲିସ୍‍ଙ୍କୁ ଜୟନାରାୟଣଙ୍କ ଆକ୍ରମଣ  ଜୟନାରାୟଣ ତୁରନ୍ତ କ୍ଷମା ମାଗିବାକୁ ଦାବି କଲା ବିଜେଡି  ବିଜେପିର ମହିଳାଙ୍କୁ ସମ୍ମାନର ଅସଲ ଚିତ୍ର ସମସ୍ତେ ଦେଖୁଛନ୍ତି ଭୁବନେଶ୍ୱର,: ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ୍‍ ଅଧିକାରୀଙ୍କୁ ସର୍ବସମ୍ମୁଖରେ…