ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ପୂର୍ଣ୍ଣାବୟାବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚିତ

ଯାଜପୁର- ତା.୧୭.୦୬.୨୦୨୩- ଓଡିଶାର ବରପୁତ୍ର ମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ ନିମନ୍ତେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅଭିନବ ପ୍ରୟାସ ଗ୍ରହଣ କରାଯାଇଛି । ଏହି ମର୍ମରେ ଯାଜପୁର ଜିଲ୍ଲାର ବରୀ ଠାରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ପୂର୍ଣ୍ଣାବୟାବ ବ୍ରୋଞ୍ଜ…

ଜଳସମ୍ପଦ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ…

ଦକ୍ଷ ଜଳସମ୍ପଦ ପରିଚାଳନାରେ ଗଞ୍ଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କୃତ । ଭୁବନେଶ୍ୱର :ଜଳସମ୍ପଦ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶାକୁ ଆଜି ଦେଶର ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ସମ୍ମାନଜନକ ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨ ପ୍ରଦାନ…

“ଓଡ଼ିଶାରେ ଶାସନ ବ୍ୟବସ୍ଥା ହାଇଯାକ ହୋଇଛି , ମନ୍ତ୍ରୀ, ବିଧାୟକଙ୍କୁ ଦାସତ୍ବ ସ୍ୱୀକାର କରିବାକୁ…

"ଯଦି ରାଜନୀତି କରିବାକୁ ଏତେ ଇଛା ଚାକିରୀ ଛାଡି ମଇଦାନକୁ ଆସ":  ଅଫିସରଙ୍କୁ ଅପରାଜିତାଙ୍କୁ ଆହ୍ବାନ  ଓଡିଶାରେ ନିର୍ଦ୍ଦିଷ୍ଟ ନିମ୍ନପଦସ୍ତ ଅଧିକାରୀଙ୍କ ଦ୍ୱାରା ରାଜନୈତିକ ଜନମତକୁ ଚଂଚକତା ସହ ହରଣ କରିବାର ପ୍ରୟାସ: ଅପରାଜିତା ଷଡଙ୍ଗୀ  ଯୋଜନାଭିତ୍ତିକ ଭାବେ ଓଡ଼ିଶାର…

ଟାଟା ପାୱାର କଂପାନୀ ଉପରେ ଦୋଷ ଲଦି ଦେଇ ନିଜ ବିଫଳତାକୁ ଲୁଚାଉଛନ୍ତି ରାଜ୍ୟ ସରକାର: ଡ.ଲେଖାଶ୍ରୀ

 ୪୦ ହଜାର ୨୨୭ କୋଟି ଟଙ୍କା ଖର୍ଚ୍ଚ ହେବା ପରେ ଦିନକୁ ୪୦ ଥର ‘ପାୱାର କଟ୍’ ହେବା ପାଇଁ ରାଜ୍ୟ ସରକାର ହିଁ ଦାୟୀ  ବିଜୁଳି ସେବା ଯୋଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ବିଜେଡି ସରକାରର ପାଟିରୁ Sustainable Developement Goal ପୁରଣ ହୋଇଛି କହିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ…

ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଙ୍କ ସହ ଆନନ୍ଦ ଉଲ୍ଲାସର ରଜ ଉତ୍ସବ ପାଳିଲେ ପୂର୍ବତନ ମନ୍ତ୍ରୀ ବିଧାୟକ…

 https://youtu.be/sdVNv_ixb6E ଚାଷ କାର୍ଯ୍ୟକ୍ରମ ରେ ଚାଷୀର ମଙ୍ଗଳ କାମନା କରିବା ସହ ସମଗ୍ର ସମାଜର ମଙ୍ଗଳ କାମନା କଲେ l   (ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ ) - ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ନିଶ୍ଚିନ୍ତକୋଇଲି, ନତକାଇ, ରାମକୃଷ୍ଣପୁର, ଜିଗ୍ନୀପୁର…

୬ ଜଣ ଓଡ଼ିଶା ସୂଚନା ସେବା ଅଧିକାରୀଙ୍କୁ ଉପନିର୍ଦ୍ଦେଶକ ପଦକୁ ପଦୋନ୍ନତି

ଭୁବନେଶ୍ୱର(ଶାସକ ପ୍ରଶାସକ): ସୂଚନା ଓ ଲୋକସଂପର୍କ ବିଭାଗ ଅଧିନସ୍ଥ ବିଭିନ୍ନ କାର୍ଯ୍ୟାଳୟରେ ଅବସ୍ଥାପିତ ଓଡ଼ିଶା ସୂଚନା ସେବା ବର୍ଗର ୬ ଜଣ ଅଧିକାରୀ ଉପନିର୍ଦ୍ଦେଶକ ଭାବରେ ପଦୋନ୍ନତି ପାଇଛନ୍ତିା ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ଭଣ୍ଡାର ଅଧିକାରୀ ସୁରଜିତ ମିଶ୍ର, ରାଜ୍ୟପାଳଙ୍କ ଲୋକସଂପର୍କ…

ମୁଁ ଭୁବନେଶ୍ୱର ପର୍ଯ୍ୟବେକ୍ଷକ ନିଯୁକ୍ତ ହେବା ପରେ ଅପରାଜିତା ଡରିଗଲେ : ଶ୍ରୀମୟୀ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ସଭାପତି ମୋତେ ଭୁବନେଶ୍ୱର ଲୋକସଭାକ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିବା ପରେ ଆପଣ ଭୟଭୀତ ହେବା ସହିତ ଆପଣଙ୍କ ନିଦ ଭାଙ୍ଗି ଯାଇଛି କି ବୋଲି ବିଜେପି ସାଂସଦଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଶ୍ରୀମୟୀ ମିଶ୍ର…

ନୂଆପଡ଼ାରେ ଟ୍ରମା କେୟାର୍ ସେଣ୍ଟର ପାଇଁ ୭୫.୭୦ କୋଟି ଟଙ୍କା ମଂଜୁର

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦେଶ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ଭୁବନେଶ୍ୱର, (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଧୂନିକ ଟ୍ରମା କେଆର୍ କେନ୍ଦ୍ର…

ସୁଭଦ୍ରାଙ୍କ ରଥ ଅଖରେ ଫାଟ !

ପୁରୀ( ଅନିମେଶ ପଟ୍ଟନାୟକ) : ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଅଖରେ ଫାଟ ଦେଖିବାକୁ ମିଳିଛି । ରଥଯାତ୍ରାକୁ ଆଉ ଦୁଇ ଦିନ ଥିବା ବେଳେ ଶନିବାର ସକାଳେ ଦେଖିବାକୁ ମିଳିଛି ଏପରି ଘଟଣା । ଦେବୀ ସୁଭଦ୍ରାଙ୍କ ରଥର ପଛିଆଣୀ ଅଖରେ ଫାଟ ରହିଥିବା ଜଣା ପଡିଛି । ତେବେ ସ୍ଥିତି ଅନୁଧ୍ୟାନ ପରେ ଅଖ ବଦଳିଯିବ…

ପଶ୍ଚିମ ଓଡ଼ିଶାରେ ଖରାଛୁଟି ଏକ ସପ୍ତାହ ବୃଦ୍ଧି ପାଇଁ ଦାବୀ କଲେ ଦୀପା:ମୁଖ୍ୟ ଶାସନ ସଚିବ କହିଲେ ସରକାର ଏହା ଉପରେ…

ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମର ସ୍ବେଚ୍ଛାସେବୀ ପଶ୍ଚିମ ଓଡ଼ିଶାର ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ତାହାର ସମାଧାନ କରିବାକୁ ଚେଷ୍ଟା କରିଥାନ୍ତି।ତାଙ୍କ ପ୍ରୟାସ ଦ୍ୱାରା ଅନେକ ସମସ୍ୟାର ସମାଧାନ ମଧ୍ୟ ହୋଇ କୋଟି କୋଟି…