ରାଜ୍ୟ ସରକାରଙ୍କୁ OMC ପ୍ରଦାନ କଲା 1420 କୋଟି ଟଙ୍କାର ଡିଭିଡେଣ୍ଡ
ଓଏମସି ପକ୍ଷରୁ ରାଜ୍ୟ ପୂର୍ତ୍ତ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କଲେ ଡିଭିଡେଣ୍ଡ୍ ଚେକ୍
ଭୁବନେଶ୍ୱର, 19.7 - ଓଡ଼ିଶା ସରକାରଙ୍କ ଅଧିନସ୍ଥ ଓଡ଼ିଶା ଖଣି ନିଗମ ବା ଓଏମସି ଆଜି ଲୋକସେବା ଭବନ ଠାରେ ରାଜ୍ୟ ସରକାରଙ୍କୁ 2022-23 ଆର୍ଥିକ ବର୍ଷ ଲାଗି 1420 କୋଟି…