କଥାଦେଇ କଥା ରଖିଲେ ବିଧାୟକ ସୁଶାନ୍ତ ସିଂ

https://youtu.be/4TT-QVAbIUI ଦଶମାଇଲ ଶିଶୁ ଉଦ୍ୟାନ ପାଇଁ ପ୍ରଥମ ପର୍ଯ୍ୟାୟରେ ମିଳିଲା 25 ଲକ୍ଷ ସୁଶାନ୍ତଙ୍କୁ ଦଶମାଇଲ ବିକାଶ ପରିଷଦ ତଥା ଅଞ୍ଚଳବାସୀ ଜଣାଇଲେ ଧନ୍ୟବାଦ ଭଟଲି : - କେବଳ ଭଟଲି ନିର୍ବାଚନ ମଣ୍ଡଳୀ କିମ୍ବା ବରଗଡ଼ ଜିଲ୍ଲା ନୁହେଁ ପୁରା ପଶ୍ଚିମ ଓଡ଼ିଶା ବାସୀଙ୍କୁ ଜଣା…

ଓଡ଼ିଶା ଦକ୍ଷତା ସମ୍ମିଳନୀରେ ଜିଲ୍ଲାରୁ ୫୦ ଜଣ ଯୋଗଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ଦକ୍ଷତା ସମ୍ମିଳନୀ -୨୦୨୩ ତା ୨୦ ରିଖରୁ ୨୨ ରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ , ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାରୁ ସ୍ଵତନ୍ତ୍ର ବସ୍ ଯୋଗେ ୫୦ ଜଣ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଓ…

ଯୋଗ ଦେଲେ ସୂଚନା ଓ ଲୋକସଂପର୍କ ବିଭାଗର ନୂଆ ନିର୍ଦ୍ଦେଶକ ଶ୍ରୀ ସରୋଜ ସାମଲ

ବିଭାଗ ରାଜ୍ୟ ସରକାରଙ୍କ ମୁଖପତ୍ର ସଦୃଶ: ନିର୍ଦ୍ଦେଶକ ଶ୍ରୀ ସାମଲ ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଆଜି ଶ୍ରୀ ସରୋଜ କୁମାର ସାମଲ ପୂର୍ବତନ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତିାସୂଚନା ଓ ଲୋକସଂପର୍କ…

ମୁକ୍ତା ଯୋଜନା ର ସମୀକ୍ଷା କଲେ ବିଧାୟିକା

ପଦ୍ମପୁର :- ପଦ୍ମପୁର ଏନ୍ ଏ ସି ରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା l ଏହା ସହିତ ମୁକ୍ତା ଯୋଜନା ର ଉନ୍ନୟନ କାର୍ଯ୍ୟ ଗୁଡିକ ର ମଧ୍ୟ ସମୀକ୍ଷା କରିଥିଲେ l ବର୍ତ୍ତମାନ ଚାଲିଥିବା ବିଭିନ୍ନ ଉନ୍ନୟନ କାମ କିପରି…

ଭାରତ ସରକାରଙ୍କ ୱାଇ-୨୦ କନସଲ୍ଟେସନ ସମ୍ମିଳନୀରେ ନୟାଗଡ଼ ଜିଲ୍ଲାରୁ ଫରହାନ୍ ଖାଁ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଭୁବନେଶ୍ୱର କିଟ୍ ପରିସରରେ ଆୟୋଜିତ ୱାଇ-୨୦ କନସଲ୍ଟେସନ ସମ୍ମିଳନୀରେ ନୟାଗଡ଼ ଜିଲ୍ଲାରୁ ଫରହାନ ଖାଁ ଯୋଗଦାନ କରି ଜିଳ୍ଲାକୁ ଗୌରବାନ୍ୱିତ କରିଛନ୍ତି । ଗତ ୧୪ ଏବଂ ୧୫ ତାରିଖ ଦୁଇଦିନ ଅନୁଷ୍ଠିତ ଏହି…

ଶିକ୍ଷାବିତ ଡଃ ମାନଭଞ୍ଜନ ପ୍ରଧାନଙ୍କ ପରଲୋକ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :ପଦ୍ମପୁର ଅଂଚଳର ସୁପରିଚିତ ଶିକ୍ଷାବିତ ଡଃ ମାନଭଞ୍ଜନ ପ୍ରଧାନଙ୍କ ଆଜି ସକାଳେ ପଦ୍ମପୁର ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ସ୍ଵର୍ଗତ ପ୍ରଧାନ ଏକାଧାରରେ ରେ ଜଣେ ପ୍ରଧ୍ଯାପକ, ଅଧ୍ଯକ୍ଷ, ସଂଗଠକ,…

ରୋୖଦ୍ରତାପ : 19 ଓ 20ରେ ସ୍କୁଲ-ଅଙ୍ଗନୱାଡି ବନ୍ଦ

ପ୍ରଚଣ୍ଡ ରୋୖଦ୍ରତାପ ଯୋଗୁ ରାଜ୍ୟର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ (ସରକାରୀ, ଅନୁଦାନପ୍ରାପ୍ତ  ଏବଂ ବେସରକାରୀ) ଏବଂ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଏପ୍ରିଲ 19 ଓ 20 ରେ ବନ୍ଦ ରହିବ। ସୂଚନାଯୋଗ୍ୟଯେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରୁ ଫେରିବା ପରେ ଗ୍ରୀଷ୍ମ…

ବନ୍ଦ ଘର ଭିତରେ ପଡିଛି ୩ ଜଣ ଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ବରଗଡ :- ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଆଖିଫୁଟା ଗାଁରୁ ଆସିଛି ଏକ ହୃଦୟ ବିଦାରକ , ଛାତିଥରା ଘଟଣା ର ଖବର । ପ୍ରାପ୍ତ ସୂଚନା ଅନୁସାରେ ଏହି ଗ୍ରାମର ଗୋଟିଏ ବନ୍ଦ ଘରେ ତିନି ଜଣଙ୍କର କ୍ଷତାକ୍ତ ମୃତଦେହ ପଡିଥିବା ଜଣା ପଡିବା ପରେ ସମଗ୍ର ଜିଲ୍ଲାରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ…

“ଅକାଂକ୍ଷା” ତରଫରୁ ମହାବିଷୁବ ମିଳନ ଉତ୍ସବ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ "ଅକାଂକ୍ଷା" ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସଭାଗୃହ ଠାରେ ମହାବିଷୁବ ମିଳନ ବହୁ ଆଡମ୍ବର ସହ ପାଳିତ ହୋଇଯାଇଛି। ଏହି ଅବସରରେ "ଆକାଂକ୍ଷା" ମହିଳା ସଂଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା…

“ଅକାଂକ୍ଷା” ତରଫରୁ ମହାବିଷୁବ ମିଳନ ଉତ୍ସବ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ "ଅକାଂକ୍ଷା" ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସଭାଗୃହ ଠାରେ ମହାବିଷୁବ ମିଳନ ବହୁ ଆଡମ୍ବର ସହ ପାଳିତ ହୋଇଯାଇଛି। ଏହି ଅବସରରେ "ଆକାଂକ୍ଷା" ମହିଳା ସଂଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା…